Only for Entertainment

ଆଲୋକନାଥଙ୍କୁ ନେଇ ପୁଣିଥରେ ବୟାନ ଦେଲେ ବିନତା ନନ୍ଦା ।

amarujala
35

ବଲିଉଡରେ ମି ଟୁ କ୍ୟାମ୍ପେନ ଝଡ଼ ସୃଷ୍ଟି କରିଥିଲା । ଯାହା ଧୀରେ ଧୀରେ ଦେଶର ସମସ୍ତ କୋଣ ଅନୁକୋଣକୁ ବ୍ୟାପିବାରେ ଲାଗିଲା । ଫସିବାକୁ ଲାଗିଲେ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି କଳାକାରଙ୍କ ପର୍ଯ୍ୟନ୍ତ । ଏହି ପିଢିରୁ ବାଦ ପଡ଼ିନଥିଲେ ସଂସ୍କାରୀ ବାବୁଜୀ ଆଲୋକନାଥ । ବହୁବର୍ଷ ଧରି ପରଦାରେ ଏକ ନିଖୁଣ ପ୍ରତିଛବି ସୃଷ୍ଟି କରିଥିବା ଆଲୋକନାଥଙ୍କ ସାମ୍ରାଜ୍ୟ ମାଟିରେ ମିଶି ଧୂଳିସାତ ହୋଇଯାଇଛି ।

ନିକଟରେ ବୀନତା ନନ୍ଦାଙ୍କ ଏକ ବଡ଼ ବୟାନ ଆସିଛି । ଯେଉଁଥିରେ ସେ କହିଛନ୍ତିଯେ ଯଦି ଆଲୋକନାଥ ନିଜ ଭୁଲ ପାଇଁ ପଶ୍ଚାତାପ କରନ୍ତି ଏବଂ ସୁଧୁରିଯାଆନ୍ତି ତେବେ ମୁଁ କ୍ଷମା କରିଦେବି । ମୁଁ ପ୍ରତିଶୋଧ ନେବାକୁ ଚାହେଁ,କିନ୍ତୁ ମୋର ଉଦ୍ଦେଶ୍ୟ ତାଙ୍କୁ ସୁଧାରିବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More