Only for Entertainment

ଅନସ ରାସିଦ-ହିନା,ଶରଦ କେଲକର-କୀର୍ତ୍ତି,ଏହି ଟିଭି ଯୋଡିଙ୍କ ବୟସରେ ଏତେ ଅନ୍ତର ରହିଛି,ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

punjab kesari
0 52

ପତି ଓ ପତ୍ନୀଙ୍କ ମଧ୍ୟରେ ବୟସର ଅନ୍ତର ରହିବା ସ୍ୱଭାବିକ କଥା । ଏହା ଆମର ପରମ୍ପରା ଅନୁସାରେ ମାନିବାକୁ ପଡ଼ିଥାଏ । କୁହାଯାଏ ପତି ପତ୍ନୀଙ୍କ ଠାରୁ ବୟସରେ ବଡ଼ ହେବା ଦରକାର । କାରଣ ସେ ଜୀବନର ଅନୁଭବ ବିଷୟରେ ଅଧିକ ଜାଣିଥାନ୍ତି । ବୋଧହୁଏ ସେଥିପାଇଁ ପୂର୍ବରୁ ବର ଓ କନ୍ୟାର ବୟସରେ ଖୁବ ଦୂରତା ରହୁଥିଲା । କିନ୍ତୁ ଆଜି ବି ମଧ୍ୟ ଏଭଳି କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଠାରୁ କମ କିମ୍ବା ଅଧିକ ବୟସର ଜୀବନସାଥି ବାଛିଛନ୍ତି । ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବା ସ୍ୱଭାବିକ କଥା । ଚାଲନ୍ତୁ ଆଲୋଚନା କରିବା ।

 

ଅନସ ରାସିଦ-ହିନା ଇକବାଲ- ଅଭିନେତା ଅନସ ରାସିଦ ବା ଟିଭି ମେଗା ଧାରାବହିକ ‘ଦୀୟା ଔର ବାତୀ ହମ’ର ଅଭିନେତା ସୂରଜ ୨୪ ବର୍ଷର ଝିଅ ହିନା ଇକବାଲଙ୍କୁ ବିବାହ କରିଛନ୍ତି ।

କୃତିକା ସେଙ୍ଗର-ନିକେତନ ଧୀର- ଟିଭି ଅଭିନେତ୍ରୀ କୃତିକା ସେଙ୍ଗର ୨୦୦୭ରେ ମେଗା ଧାରାବାହିକ ‘କ୍ୟୋଁ କି ଶାଶ ଭି କଭି ବହୁ ଥି’ ରେ କ୍ୟାରଅର ଆରମ୍ଭ କରିଥିଲେ ଓ ଏହା ପୂର୍ବରୁ ସେ ଦକ୍ଷିଣ ଭାରତୀୟ ଅଭିନେତା ନିକେତନ ଧୀରଙ୍କୁ ୨୦୦୪ରେ ବିବାହ କରିଥିଲେ । ସେ ନିକେତନଙ୍କ ଠାରୁ ୭ ବର୍ଷ ସାନ ।

 

 

 

 

କୀର୍ତ୍ତି ଗାୟକବାଡ଼ କେଲକର-ଶରଦ କେଲକର- କୀର୍ତ୍ତି ଶରଦଙ୍କ ଠାରୁ ବୟସରେ ୭ ବର୍ଷ ସାନ ।

କିଶ୍ୱର ମର୍ଚେଂଟ-ସୁୟରା ରାୟ- ଏହି ଦୁଇ ଯୋଡ଼ି ୧୬ ଡିସେମ୍ବର ୨୦୧୬ରେ ବିବାହ କରିଥିଲେ । ସେ ସୁୟରାଙ୍କ ଠାରୁ ବୟସରେ ୮ ବର୍ଷ ବଡ଼ ।

 

 

 

ସଂଜୀବ ସେଠ-ଲତା ସଭରବାଲ-୨୦୧୦ରେ ଏହି ଯୋଡ଼ିଙ୍କ ବିବାହ ହୋଇଥିଲା । ଲତା ସଂଜୀବଙ୍କ ଠାରୁ ବୟସରେ ୧୪ ବର୍ଷ ସାନ । ତଥାପି ଦୁଇ ଜଚ୍ଚଙ୍କ ସଂପର୍କ ଖୁବ ଭଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More