Only for Entertainment

ପୁଣିଥରେ ସ୍ପଟ ହେଲେ ସୁନିଲ ସେଟ୍ଟୀଙ୍କ ପୁଅ ଓ ତାଙ୍କ ଗର୍ଲଫ୍ରେଣ୍ଡ ।

punjabkesari
0 18

ବଲିଉଡ ଆକ୍ଟର ସୁନିଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଧିକାଂଶ ସମୟ ଗର୍ଲଫ୍ରେଣ୍ଡ ତାନ୍ୟା ସହିତ ସ୍ପଟ ହୋଇଥାନ୍ତି । ନିକଟରେ ପୁଣିଥରେ ଦୁଇ ଜଣଙ୍କର ଫଟୋ ସାମ୍ନାକୁ ଆସିଛି ।


ଦୁଇଜଣ ଦୀର୍ଘ ସମୟ ଧରି ସଂପର୍କରେ ଅଛନ୍ତି । ତାନ୍ୟା ବିଦେଶରେ ସେଟଲ ଏବଂ ସେ କେତେକ ମାଗାଜିନର ମଡେଲ ମଧ୍ୟ ।


ନିକଟରେ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏଲି ଇଣ୍ଡିଆ ଅଫିସିଆଲ ପାଇଁ କେତେକ ଫଟୋ ସୁଟର ଫଟୋ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More