Only for Entertainment

ବିବାହ ବାର୍ଷିକରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା, ମାଲଦୀପରୁ ସାମ୍ନାକୁ ଆସିଲା ଫଟୋ

bollywood tadka
28

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନ ଆଜି ନିଜର ୧୨ ତମ ବିବାହ ବାର୍ଷିକ ପାଳନ କରୁଛନ୍ତି । ଦୁହେଁ ୨୦ ଏପ୍ରିଲ ୨୦୦୭ରେ ପାରିବାରିକ ରୀତିନୀତି ‘ପ୍ରତୀକ୍ଷା’ରେ ବିବାହ କରିଥିଲେ । ୧୨ ତମ ବିବାହ ବାର୍ଷିକକୁ ସେଲିବ୍ରେଟ କରିବା ପାଇଁ ଏହି କପଲ ଝିଅ ଆରାଧ୍ୟାଙ୍କ ସହିତ ଏବେ ମାଲଦୀପ ଯାଇଛନ୍ତି ।

 

 

View this post on Instagram

 

Honey and the moon. ? . . . @niyamamaldives #niyamamaldives #edge

A post shared by Abhishek Bachchan (@bachchan) on

ବିବାହ ବାର୍ଷିକରେ ଅଭିଷେକ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଅଭିଷେକ ଐଶ୍ୱର୍ଯ୍ୟହ୍କର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିôଲେ ହନି ଏବଂ ମୁନ । କାରଣ ଏହି ଫଟୋରେ ଐଶ୍ୱର୍ଯ୍ୟା ବ୍ଲୁ କଲର ଗାଉନରେ ନଜର ଆସିଛନ୍ତି । ଏବଂ ତାଙ୍କ ଉପରେ ମୁନ ଲାଇଟ ପଡିଥିବାର ଦେଖିବାକୁ ମିଳିଛି ।

pic

ଏହା ବ୍ୟତିତ ଅଭିଷେକ ଆଉ ଏକ ଫଟୋ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ୩ଟି ସାଇକେଲ ଥିଲା । ଏହି ସାଇକେଲରେ ଅଭିଷେକ, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ନାମ ଲେଖା ହୋଇଥିଲା ।

 

 

View this post on Instagram

 

❤️Our Togetherness?captured by The Divine Light of Our Lives ?LOVE YOU AARADHYA??

A post shared by AishwaryaRaiBachchan (@aishwaryaraibachchan_arb) on

ସେହିପରି ଐଶ୍ୱର୍ଯ୍ୟା ବିବାହ ବାର୍ଷିକରେ ପତି ଅଭିଷେକଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଫଟୋରେ ପତି-ପତ୍ନୀଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି । ପୂରା ପରିବାର ଏବେ ମାଲଦୀପରେ ଏଞ୍ଜୟ କରୁଥିବା ବେଳେ ଭ୍ୟାକେସନର ଅନେକ ଫଟୋ ଏବେ ସାମ୍ନାକୁ ଆସିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅବିଷେକ ଖୁବ ଶୀଘ୍ର ସାହିର ଲିଧିୟାନବିବ୍କ ବାୟୋପିକରେ ନଜର ଆସିବେ । ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କିଛି ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More