Only for Entertainment

ଇଭେଣ୍ଟରେ ଛାଇଲା ଐଶ୍ୱର୍ଯ୍ୟାଙ୍କ ହଟ ପିଙ୍କ ଇଣ୍ଡିଆନ ଲୁକର ଯାଦୁ, ଦେଖନ୍ତୁ ଫଟୋ

The Quint
0 70

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ନିକଟରେ ପୁନେର ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟର ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ଐଶ୍ୱର୍ଯ୍ୟାଙ୍କ ପିଙ୍କ୍ ଲେହଙ୍ଗା । ଏହି ପିଙ୍କ ଲେହଙ୍ଗାରେ ସେ ଖୁବ ଗ୍ଲାମରସ ଲୁକରେ ନଜର ଆସିଥିଲେ । ତାଙ୍କର ଏହି ଲୁକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

aish 5
ସୂଚନା ଅନୁସାରେ ଐଶ୍ୱର୍ଯ୍ୟା ପୁନେର ବଣ୍ଟ କମ୍ୟୁନିଟିର ବିଲ୍ଡିଙ୍ଗର ଉଦଘାଟନ ସମାରୋହରେ ଯୋଗ ଦେଇଥିଲେ ।

aish 3
ଏହି ଇଭେଣ୍ଟରେ ଐଶ୍ୱର୍ଯ୍ୟାଙ୍କୁ ୱମ୍ୟାନ ଅଫ ସବଷ୍ଟାନ୍ସ ଟାଇଟେଲରେ ମଧ୍ୟ ସମ୍ମାନୀତ କରାଗଲା । ତେବେ ଐଶ୍ୱର୍ଯ୍ୟଙ୍କର ଏହି ଗ୍ଲାମରସ୍ ଲୁକ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

aishwarya-rai-bachchan-receiving-woman-of-substance-award_040818123504କହିରଖୁଛୁ ଯେ ଐଶ୍ୱର୍ଯ୍ୟା ଖୁବ ଶୀଘ୍ର ଅନିଲ କପୁରଙ୍କ ସହିତ ‘ଫନ୍ନେ ଖାଁ’ରେ ନଜର ଆସିବେ । ଶେଷଥର ପାଇଁ ତାଙ୍କୁ ‘ୟେ ଦିଲ ହୈ ମୁସକିଲ’ରେ ଦଖିବାକୁ ମିଳିଥିଲା ।

aish 6

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More