Only for Entertainment

‘ମେରିଲ ଷ୍ଟ୍ରିପ ଆୱାର୍ଡ’ ହାସଲ କରିବା ପରେ ଝିଅ ଆରାଧ୍ୟା ସହିତ ଐଶ୍ୱର୍ଯ୍ୟା ସେୟାର କଲେ ଫଟୋ, ଇମୋସନାଲ କରିଦେବ ମା-ଝିଅଙ୍କ କେମେଷ୍ଟ୍ରୀ ।

instagram
0 39

ନିକଟରେ ଐଶ୍ୱର୍ଯ୍ୟା ମା ବୃନ୍ଦା ଏବଂ ଝିଅ ଆରାଧ୍ୟାଙ୍କ ସହିତ ଆମେରିକା ଯାଇଥିଲେ । ସେଠାକୁ ଯିବାର ଉଦ୍ଦେଶ୍ୟ ମଧ୍ୟ କିଛି ଖାସ ଥିଲା । ରବିବାର ଅମେରିକାର ୱାସିଂଟନରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ‘ୱେମେନ ଇନ ଫିଲ୍ମ ଆଣ୍ଡ ଟିଭି ଇଣ୍ଡିଆ ଆୱାର୍ଡ’ରେ, ସିନେମାରେ ଅତୁଳନୀୟ ଯୋଗଦାନ ପାଇଁ ‘ମେରିଲ ଷ୍ଟ୍ରିପ ଆୱାର୍ଡ’ରେ ସମ୍ମାନୀତ କରାଯାଇଛି । ଏହି ଆୱାର୍ଡ ମିଳିବା ପରେ ଖୁବ ଖୁସି ନଜର ଆସିଥିଲେ ପୂର୍ବ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ।

ଆୱାର୍ଡ ମିଲିବା ପରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟା ଏବଂ ମା ବୃନ୍ଦାଙ୍କ ସହିତ କିଛି ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମା-ଝିଅଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫଟୋକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । କହିରଖୁଛୁ ଯେ, ଯେବେ ବି ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କର ଫଟୋ ସାମ୍ନାକୁ ଆସିଥାଏ ତାହା ଇଣ୍ଟରନେଟରେ ଛାଇ ରହିଥାଏ ।

 

 

View this post on Instagram

 

?✨?LOVE YOU and THANK YOU ?✨?

A post shared by AishwaryaRaiBachchan (@aishwaryaraibachchan_arb) on

 

View this post on Instagram

 

?You my Aaradhya complete me? Divine Blissful Eternal LOVE ??✨

A post shared by AishwaryaRaiBachchan (@aishwaryaraibachchan_arb) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More