Only for Entertainment

ଏପରି କଣ ହେଲା ଯେ ଐଶ୍ୱର୍ଯ୍ୟା ଦୌଡି ଦୌଡି ପହଂଚିଲେ ଆରାଧ୍ୟାଙ୍କ ସ୍କୁଲ? ଫଟୋ ଉଠାଇବାକୁ କଲେ ବାରଣ !

117

ବଲିଉଡ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲମ୍ବା ସମୟ ଧରି ଫିଲ୍ମ ଠାରୁ ଖୁବ ଦୂରରେ ଅଛନ୍ତି । ଏହି ସମୟରେ ସେ ନିଜର ପୂରା ଧ୍ୟାନ ଝିଅ ଆରାଧ୍ୟର ପାଳନ ପୋଷଣରେ ଲଗାଇଦେଇଛନ୍ତି । ଅନେକ ଥର ଏହି ଅଭିନେତ୍ରୀଙ୍କୁ ପରିବାର ସହ ଇଭେଂଟରେ ଏବଂ ଅନେକ ଜାଗାରେ ସ୍ପଟ କରାଯାଇଛି । ଏଥର ଐଶ୍ ଝିଅ ଆରାଧ୍ୟାଙ୍କ ସ୍କୁଲରେ ପହଂଚି ଯାଇଛନ୍ତି ।

ମା ଏବଂ ଝିଅଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅସଲରେ ସେ ଝିଅ ସହ ମୁମ୍ବାଇ ବାନ୍ଦ୍ରାରେ ଲଂଚ କରିବାକୁ ଯାଇଥିଲେ ।

ଆରାଧ୍ୟ ସ୍କୁଲ ୟୁନିଫର୍ମରେ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ମୁମ୍ବାଇ ଧୀରୁ ଭାଇ ଅମ୍ବାନୀ ଇଂଟରନ୍ୟାସନାଲ ସ୍କୁଲରେ ପଢୁଛନ୍ତି । ଐଶ୍ୱର୍ଯ୍ୟା ଅନେକଥର ଆରାଧ୍ୟାଙ୍କ ସ୍କୁଲ ଫଙ୍କସନ ଯାଇଥାଆନ୍ତି । ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିର୍ଦ୍ଦେଶକ ମଣିରତ୍ନମଙ୍କ ସହ କାମ କରୁଥିବାର ନଜର ଆସିବେ । ଫିଲ୍ମ ନା ପୋନିଇନି ସେଲଭନ ଅଟେ । ଏହାକୁ ଲାୟକା ପ୍ରଡକ୍ସନ ପ୍ରଡ୍ୟୁସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More