Only for Entertainment

ଅଭିଷେକ ବଚ୍ଚନଙ୍କୁ କ୍ୟୁଟ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଐଶ, ଲେଖିଲେ…

hellomagazine
65

ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଜି ଜନ୍ମଦିନ । ଅଭିଷେକଙ୍କ ଜନ୍ମଦିନ ପାଇଁ ତାଙ୍ର ବେଟରହାଫ ଅର୍ଥାତ ଐଶ୍ୱର୍ଯ୍ୟାଙ୍କ ଖୁସି କହିଲେ ନସରେ । ଅଭିଷେକଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ପତ୍ନୀ ଐଶ୍ୱର୍ଯ୍ୟା ଗତ ରାତିରୁ ହିଁ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ପତି ଅଭିଷେକଙ୍କ ଦନ୍ମଦିନର ଶୁଭେଚ୍ଛା ଜଣାଇ ଐଶ ଏକ ସୁନ୍ଦର କମେଣ୍ଟ କରିଥିଲେ ।

 

 

View this post on Instagram

 

?always…My Baby?HAPPY HAPPY BIRTHDAY BAAABYYY?✨??⭐️

A post shared by AishwaryaRaiBachchan (@aishwaryaraibachchan_arb) on

ଐଶ୍ୱର୍ଯ୍ୟା, ଅଭିଷେକ ବଚ୍ଚନଙ୍କ ଏକ ପିଲାଦିନର ଫଟୋ ସେୟାର କରି ଲେଖିଥିଲେ, ‘ସବୁବେଳେ ମୋ ଛୁଆ… ହ୍ୟାପି ବାର୍ଥଡେ ବେବି’ । ଏହା ସହିତ ଐଶ୍ୱର୍ଯ୍ୟା, ଅଭିଷେକଙ୍କ ସହିତ ନିଜର ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଥିଲେ ।

କହିରଖୁଛୁ ଯେ, ଅଭିଷେକ-ଐଶ୍ୱର୍ଯ୍ୟା ୨୦୦୭ରେ ହିନ୍ଦୁ ରିତୀନିତୀରେ ବିବାହ କରିଥିଲେ । ଦୁହିଁଙ୍କ ବିବାହ ଏବେ ୧୨ ବର୍ଷରେ ପହଁଚିଛି । ଅଭିଷେକ ବଚ୍ଚନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ସେ ଫିଲ୍ମ ‘ମନମର୍ଜିୟାଁ’ରେ ନଜର ଆସିଥିଲେ । କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିଆନ-୨’ରେ ଅଭିଷେକ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More