Only for Entertainment

୭ ବର୍ଷ ଝିଅର ମେକଅପକୁ ନେଇ ଟ୍ରୋଲ ହେଲେ ଐଶ୍ୱର୍ଯ୍ୟା । ଲୋକ କହିଲେ ଆମେ ତୁମକୁ ଭଲ…… ।

bollywood tadka
52

ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ରିସେପ୍ସନ ୧୦ ଡିସେମ୍ବରକୁ ରଖା ଯାଇଥିଲା । ବଲିଉଡର ପ୍ରାୟ ସମସ୍ତ ତାରକା ସେଠାରେ ପହଂଚିଥିଲେ । ଏହି ମଧ୍ୟରେ ଐଶ ଏବଂ ଅଭିଷେକ ମଧ୍ୟ ଆରାଧ୍ୟାକୁ ନେଇ ପହଂଚିଥିଲେ । ଆରାଧ୍ୟ ପ୍ରଥମ ଥର ପାର୍ଟିରେ ଫଟୋଗ୍ରାଫରଙ୍କୁ ଫନି ପୋଜ ଦେଉଥିଲେ । କିନ୍ତୁ ଏବେ ଐଶଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ବାସ୍ତବରେ ଐଶଙ୍କ ଭଳି ଆରାଧ୍ୟାଙ୍କ ମୁହଁରେ ମଧ୍ୟ ମେକଅପ ଦେଖିବାକୁ ମିଳିଥିଲା । ଯାହାପରେ ୟୁଜର୍ସ ଐଶଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More