Only for Entertainment

କାନ୍ସର ରେଡ କୋର୍ପେଟରେ ଓହ୍ଲାଇବା ପୂର୍ବରୁ ଝିଅ ଆରାଧ୍ୟାଙ୍କ ସହିତ ଏହି ଅନ୍ଦାଜରେ ନଜର ଆସିଲେ ଐଶ୍ୱର୍ଯ୍ୟା

ndtv
0 194

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କାନ୍ସରେ ନିଜର ସୁପର ଷ୍ଟାଇଲିସ ଛବିକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି । ପ୍ରଥମ ଦିନରେ ବଟରଫ୍ଲାଏ ଗାଉନରେ ନଜର ଆସିଥିବା ଐଶ୍ୱର୍ଯ୍ୟା ଦ୍ୱିତୀୟ ଦିନରେ ଅଫ ସୋଲଡର ସିଲଭର ଗାଉନରେ ନଜର ଆସିଛନ୍ତି । ଏହା ସହିତ ସେ ବନ ହେୟାର ଷ୍ଟାଇଲ ଏବଂ ସିମ୍ପଲ ଇୟର ରିଙ୍ଗ ସହିତ ନିଜ ଲୁକକୁ କମ୍ପଲିଟ କରିଥିଲେ । ଐଶ୍ୱର୍ଯ୍ୟାଙ୍କ ଏହି ଲୁକକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେ ପ୍ରମାଣିତ କରିଛନ୍ତି ଯେ କାହିଁକି ତାଙ୍କୁ କାନ୍ସର କ୍ୱିନ କୁହାଯାଇଥାଏ ।

ନିଜ ଲୁକ ଉପରେ ବିଶଷ କିଛି ଏକ୍ସପେରିମେଣ୍ଟ ନ କରି ପ୍ରତି ବର୍ଷ ପରି ଚଳିଚ ବର୍ଷ ପାଇଁ ସେ ଗାଉନକୁ ଚୟସ କରିଥିଲେ । କାନ୍ସର ରେଡ କାର୍ପେରଟରେ ନଜର ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଝିଅ ଆରାଧ୍ୟା ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରିଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋକୁ ଐଶ୍ୱର୍ଯ୍ୟା ନଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

 

LOVE YOU UNCONDITIONALLY???✨Happiest Mama in the World ?

A post shared by AishwaryaRaiBachchan (@aishwaryaraibachchan_arb) on

ଦେଖନ୍ତୁ କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଦ୍ୱିତୀୟ ଆପିୟରାନ୍ସର କିଛି ଫଟୋ…

aish

aish3

aish4

aish1

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More