Only for Entertainment

ପ୍ରଥମ ଥର ଝିଅ ନ୍ୟାସା ସହିତ ସ୍ପଟ ହେଲେ ଅଜୟ ଦେବଗନ,କାଜୁଆଲ ଲୁକରେ ନଜର ଆସିଲା କୁଲ ଅନ୍ଦାଜ ।

bollywood tadka
40

ବଲିଉଡ ଆକ୍ଟର ଅଜୟ ଦେବଗନ ନିକଟରେ ମୁମ୍ବାଇର ବର୍ସୋବାରେ ଜିମ ବାହାରେ ସ୍ପଟ ହୋଇଛନ୍ତି । ଏହି ସମୟରେ ତାଙ୍କ ଝିଅ ନ୍ୟାସା ମଧ୍ୟ ନଜର ଆସିଥିଲେ । ଅଜୟଙ୍କ କୁଲ ଲୁକ ଥିଲା ସଂପୂର୍ଣ୍ଣ ଭିନ୍ନ ।

ଅଜୟ ଖୁବ ଖମ ସମୟ ମିଡିଆ ସାମ୍ନାକୁ ଆସିଥାନ୍ତି । କାରଣ ସେ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ଏକାଠି କରନ୍ତି ନାହିଁ ।
ଅଜୟ ତାଙ୍କ ଅପକମିଂ ଫିଲ୍ମ ସିମ୍ବାକୁ ନେଇ ବ୍ୟସ୍ତ ଅଛନ୍ତି ।

ଫିଲ୍ମର କ୍ଲାଇମାକ୍ସରେ ସେ କ୍ୟାମିଓ କରୁଥିବାର ନଜର ଆସିବେ । ଫିଲ୍ମରେ ରଣବୀର ସିଂ ମୁଖ୍ୟ ଚରିତ୍ରରେ ନଜର ଆସିବେ ଏବଂ ସାରା ଅଲି ଖାନ ଡେବ୍ୟୁ କରିବେ ଏହି ଫିଲ୍ମରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More