Only for Entertainment

ପ୍ରମୋଶନ ସମୟରେ ଅଜୟଙ୍କୁ ଏଭଳି ହଗ୍ କଲେ ତବୁ, ଦେଖିଲେ ରାଗିଯାଇପାରନ୍ତି କାଜୋଲ ।

bollywood tadka
68

ବଲିଉଡ ଆକ୍ଟର ଅଜୟ ଦେବଗନ ଏବେ ରକୁଲ ପ୍ରୀତ ସିଂ ଏବଂ ତବୁଙ୍କ ସହିତ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ପ୍ରମୋଶନ ସମୟରେ ତିନି ଜଣଙ୍କୁ ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ମିଳୁଛି । ନିକଟରେ ଏହି ଟିମର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରକୁଲ, ତବୁ ଏବଂ ଅଜୟ ଦେବଗନଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି ।

ରକୁଲ ନ୍ୟୁଡ ରଙ୍ଗର ଡ୍ରେସରେ ପର୍ପଲ ରଙ୍ଗର ବେଲ୍ଡ ପିନ୍ଧି ଖୁବ କ୍ୟୁଟ ଦେଖା ଯାଉଛନ୍ତି । ଅନ୍ୟ ପକ୍ଷରେ ତବୁ କଳା ରଙ୍ଗର ଡ୍ରେସରେ ଖୁବ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ଅଜୟ ମଧ୍ୟ କୁଲ ଅନ୍ଦାଜରେ ହ୍ୟାଣ୍ଡସମ ଲାଗୁଛନ୍ତି ।

ବାସ୍ତବରେ ଫଟୋ ଉଠାଇବା ସମୟରେ ତବୁ ଅଜୟଙ୍କୁ ହଗ କରିଦେଲେ, ଅବଶ୍ୟ ଦୁଇଜଣଙ୍କ ମଧ୍ୟରେ ଖୁବ ଭଲପାଇବା ଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More