Only for Entertainment

ଜୁଆଣୀକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ,୬ କିଲୋ ପର୍ଯ୍ୟନ୍ତ ଓଜନ କମିପାରେ ।

Dr. Health Benefits
0 39

ଆଜିର ଦିନରେ ସମସ୍ତେ ଫିଟ ରହିବାକୁ ଖୁବ ଭଲ ପାଆନ୍ତି । କାରଣ ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେଥିପାଇଁ କିନ୍ତୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ । କିନ୍ତୁ ଏଭଳି ଏକ ସରଳ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଅତି ସହଜରେ ଓଜନ ହ୍ରାସ ହୋଇପାରେ । ତେବେ ଏହାର ପ୍ରକ୍ରିୟାଟି ଆରମ୍ଭ ହେବ ଜୁଆଣି ଜଳରୁ । କେଉଁଭଳି ଭାବରେ ଏହାକୁ ବ୍ୟବହାର କରିବେ ଆସନ୍ତୁ ଜାଣିବା ।

 

ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ। ତା’ପରେ ସେହି ଫୁଟାପାଣିକୁ ଛାଣି ପିଅନ୍ତୁ।ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ।

 

ଆପଣ ନିୟମିତ ଭାବେ ୨ ସପ୍ତାହ ଯାଏଁ ଏପରି ଉପାୟରେ ଜୁଆଣି ଜଳ ପିଇଲେ ନିଜର ଓଜନ ୬ କିଲୋଗ୍ରାମ୍‌ ଯାଏଁ ହ୍ରାସ କରିପାରିବେ। ଖାଲି ସେତିକି ନୁହେଁ,ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ସୁସ୍ଥ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More