Only for Entertainment

ଟେବଲ ଉପରେ ଚଢି ଧୁମ ନାଚିଲେ ଅକ୍ଷୟ ଓ ମୌନି, ଜନ ଇବ୍ରାହିମଙ୍କ ଫିଲ୍ମ ସହିତ ଟକ୍କରକୁ ନେଇ କହିଲେ ଏହି କଥା ।

amarujala
0 60

ମୁମ୍ବାଇରେ ଆୟୋଜିତ ଫିଲ୍ମ ଗୋଲ୍ଡର ଖାସ ଇଭେଂଟରେ ଫିଲ୍ମର ଗୀତ ‘ନୈନୋ କୋ ବାନ୍ଧୀ’କୁ ଲଂଚ କରାଗଲା । ଇଭେଂଟରେ ଅକ୍ଷୟ ଏବଂ ମୌନି ଟେବୁଲରେ ଚଢି ଖୁବ ଡ୍ୟାନ୍ସ କରିଛନ୍ତି । ମୌନି ରୟ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

 

ଫିଲ୍ମ ଗୋଲ୍ଡର କାହାଣୀ ଅଲମ୍ପିକ ପୂର୍ବରୁ ଭାରତ ସ୍ୱର୍ଣ୍ଣପଦକ ଜିତିବା ଉପରେ ଆଧାରିତ । ଅକ୍ଷୟ କହିଛନ୍ତିଯେ ସେ କଆଶା କରୁଛନ୍ତିଯେ ଫିଲ୍ମ ରିଲିଜ ହେବା ପରେ ହକିକୁ ରାଷ୍ଟ୍ରୀୟ ଖେଳର ମର୍ଯ୍ୟାଦୋ ମିଳିବ । ଫିଲ୍ମ ୧୫ ଅଗଷ୍ଟକୁ ରିଲିଜ ହେବ । ବକ୍ସ ଅଫିସରେ ଏହାକୁ ଟକ୍କର ଦେବା ପାଇଁ ଆସୁଛି ଜନ ଇବ୍ରାହିମଙ୍କର ସତ୍ୟମେବ ଜୟତେ । ଯେତେବେଳେ ଅକ୍ଷୟଙ୍କୁ ପଚରାଗଲାଯେ ଆପଣ ଏଥିପାଇଁ ନାରାଜ ଅଛନ୍ତିକି ଅକ୍ଷୟ କହିଲେଯେ ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ ହୋଇପାରେ । ଆମେ ଦୁଇଜଣ ଭଲ ସାଙ୍ଗ । ତେବେ ଦୁଇଜଣ ପୂର୍ବରୁ ଫିଲ୍ମ ଗରମ ମସଲାରେ ଏକା ସାଙ୍ଗରେ ନଜର ଆସିଥିଲେ ।

 

 

ଗୋଲ୍ଡରେ ମୌନି ରୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ସହିତ କାମ କରିବାକୁ ନେଇ ଅକ୍ଷୟ କହିଲେଯେ ଫିଲ୍ମ ଆକ୍ଟରଙ୍କ ଅପେକ୍ଷା ଟିଭି ଆକ୍ଟର ଖୁବ ପରିଶ୍ରମୀ । ତେବେ ଫିଲ୍ମର ଟ୍ରେଲରରୁ ଲୋକ ଅକ୍ଷୟ ଏବଂ ମୌନିଙ୍କ ଯୋଡ଼ିକୁ ଖୁବ ପସନ୍ଦ କରିଛନ୍ତି ।

 

It was a happy happy day ❤️

A post shared by mon (@imouniroy) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More