Only for Entertainment

ବିହାରର ବନ୍ୟା ପୀଡିତଙ୍କୁ ଛଠ ପର୍ବରେ ଖିଲାଡି କୁମାରଙ୍କ ଉପହାର, ସାହାଯ୍ୟ ପାଇଁ ଦେଲେ ୧କୋଟି ଟଙ୍କା

30

ଛଠ ପର୍ବରେ ବଲିଉଡ ଅଭିନେତା ଅକ୍ଷୟ କୁମାର ବିହାର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇ ୧କୋଟି ଟଙ୍କା ଦେଲେ । କିଛି ଦିନ ତଳେ ବିହାରର ପାଟନା ସମେତ ଅନେକ ଜିଲ୍ଲାରେ ବନ୍ୟା ହୋଇଥିଲା । ଯେଉଁକାରଣରୁ ଅନେକ କ୍ଷୟକ୍ଷତି ଘଟିଥିଲା । ଅକ୍ଷୟ କୁମାର ଲୋକମାନଙ୍କୁ ଏହି କାରଣରୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ଏହାସହ ୨୫ପରିବାରଙ୍କୁ ୪-୪ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି । ଅକ୍ଷୟ ଲୋକମାନଙ୍କୁ ଲୋକମାନଙ୍କ ସହାୟତା କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଖିଲାଡି କୁମାରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ହାଉସଫୁଲ-୪ ରିଲିଜ ହୋଇଛି । ଯାହା ଖରାପ ରେଟିଂ ଥାଇ ମଧ୍ୟ ଭଲ ବ୍ୟବସାୟ କରିପାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More