Only for Entertainment

ଲକ୍ଷ୍ମୀ ବମ୍ବ’ ପୋଷ୍ଟର ରିଲିଜ । ଆଖିରେ କାଜୋଲ ଲଗାଇଲେ ଅକ୍ଷୟ ।

bollywood tadka
26

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ଲକ୍ଷ୍ମୀ ବମ୍ବ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ନିଜେ ଏହି ପୋଷ୍ଟରକୁ ଅକ୍ଷୟ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ଅକ୍ଷୟ ଖୁବ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ଅକ୍ଷୟ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ।

ଫିଲ୍ମର ପ୍ରଥମ ଲୁକରେ ଅକ୍ଷୟଙ୍କ ଦମଦାର ଅନ୍ଦାଜ ନଜର ଆସିଛି । ସାମ୍ନାକୁ ଆସିଥିବା ଏହି ପୋଷ୍ଟରରେ ଅକ୍ଷୟ ଆଖିରେ କାଜୋଲେ ଲଗାଉ ଥିବାର ନଜର ଆସିଛି । କ୍ୟାପ୍ସନରେ ଅକ୍ଷୟ ଲେଖିଛନ୍ତିଯେ ଆପଣ ମାନଙ୍କ ପାଇଁ କାହାଣୀର ଏକ ବମ୍ବ ନେଇ ଆସୁଛୁ । ଫିଲ୍ମରେ ଅକ୍ଷୟଙ୍କ ସହିତ କିୟାରା ଆଡ଼ବାଣି ମଧ୍ୟ ନଜର ଆସିବେ । ଫିଲ୍ମ ୫ ଜୁନ ୨୦୨୦କୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More