Only for Entertainment

ଅକ୍ଷୟ କୁମାରଙ୍କୁ ଦୁଇ ଥର ଲୁଡୋରେ ହରାଇଲେ ଏହି ଅଭିନେତ୍ରୀ ।

37

ଖିଲାଡ଼ୀ ଅକ୍ଷୟ କୁମାରଙ୍କୁ ଲୁଡୋରେ ହଣାଇ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ହେଗଡ଼େ । ତାହା ପୁଣି ଥରେ ନୁହେଁ ବରଂ ଦୁଇ ଦୁଇ ଥର । ଦୁଇଜଣଙ୍କର ଏହାକୁ ନେଇ ଟ୍ୱିଟରରେ ଆଲୋଚନା ମଧ୍ୟ ହୋଇଛି । ତାହା ପୁଣି ଫ୍ୟାନ୍ସଙ୍କ ସାମ୍ନାରେ । ପୂଜା ହେଗଡ଼େ ଅକ୍ଷୟ କୁମାରଙ୍କ ହାଉସଫୁଲ ୪ରେ କାମ କରୁଛନ୍ତି ଏବଂ ପୂଜା ଟ୍ୱିଟ କରି ଅକ୍ଷୟଙ୍କ ଏହି ହାର ବିଷୟରେ ସୂଚନା ଦେଇଛନ୍ତି । ତେବେ ଅକ୍ଷୟଙ୍କୁ ଲୁଡୋରେ ଦୁଇ ଦୁଇ ଥର ହରାଇ ଖୁବ ଖୁସି ଥିବା ଜଣାଇଛନ୍ତି ପୂଜା । କେବଳ ସେତିକି ନୁହେଁ ଏହାକୁ ବଡ଼ ଉପଲବ୍ଧି ବୋଲି ମଧ୍ୟ ଜଣାଇଛନ୍ତି । ପୂଜା କ୍ୟାପ୍ସନ ଦେବା ପରେ ଅକ୍ଷୟ ଏବଂ ରିତେଶଙ୍କୁ ଟ୍ୟାଗ କରିଛନ୍ତି ।

ଅକ୍ଷୟ ମଧ୍ୟ ଚୁପ ରହିନାହାଁନ୍ତି । ସେ ମଧ୍ୟ ପୂଜାଙ୍କୁ ଉତ୍ତର ଦେଇଛନ୍ତି । ଅକ୍ଷୟ ଲେଖବଛନ୍ତି ଏହି ରେକର୍ଡ଼କୁ ବଜାୟ ରଖ, ହାଉସଫୁଲ ୪ର ପ୍ରମୋଶନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More