Only for Entertainment

ଶେଷ ହେଲା ଫିଲ୍ମ ଗୁଡନ୍ୟୁଜର ସୁଟିଂ, କରୀନାଙ୍କ କୋଳରେ ନଜର ଆସିଲେ ଅକ୍ଷୟ କୁମାର ।

bollywood tadka
25

ବଲିଉଡ ଆକ୍ଟର ଅକ୍ଷୟ କୁମାର ଏବଂ କରୀନା କପୁର ବହୁ ଦିନ ପରେ ଫିଲ୍ମ ଗୁଡ ନ୍ୟୁଜରେ ଏକା ସାଙ୍ଗରେ ପରଦାରେ ନଜର ଆସିବେ । ଫିଲ୍ମରେ ଏହି ଦୁଇଜଣଙ୍କ ବ୍ୟତୀତ ଦିଲଜିତ ଦୋସାଂଝ ଏବଂ କିଆରା ଆଡ଼େବାନି ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ଶେଷ ହୋଇଯାଇଛି । ତେଣୁ ସାରା ଟିମ ଏକା ସାଙ୍ଗରେ କେକ କାଟିଛନ୍ତି । ଏହିଭଳି ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।

ଫଟୋରେ କରୀନା ହ୍ୱିଲ ଚେୟାରରେ ନଜର ଆସିଥିବା ବେଳେ ଅକ୍ଷୟ କୁମାର ତାଙ୍କ କୋଳରେ ନଜର ଆସିଛନ୍ତି । ଦିଲଜିତ ଏବଂ କିଆରା ପଛରେ ନଜର ଆସିଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖା ହୋଇଛି ଖୁବଶୀଘ୍ର ଆପଣଙ୍କ ନିକଟକୁ ଗୁଡ ନ୍ୟୁଜ ନେଇ ଆସିଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More