Only for Entertainment

କେଶରୀର ଦମଦାର ଡାଏଲଗ ପ୍ରମୋ ଆଉଟ ।

bollywood tadka
31

ବଲିଉଡ ଆକ୍ଟର ଅକ୍ଷୟ କୁମାର ନିକଟରେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଫିଲ୍ମ କେଶରୀର ଏକ ନୂଆ ଡାଏଲଗ ପ୍ରମୋ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ଅକ୍ଷୟ ଦମଦାର ଡାଏଲଗ କହୁଥିବାର ନଜର ଆସିଛନ୍ତି । ଏହି ଡାଏଗ ପ୍ରମୋ ଭିଡ଼ିଓରେ ଦୃଢ ଇଛାଶକ୍ତି ସହିତ ସାହସ ମଧ୍ୟ ନଜର ଆସିଛି ।

ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ ପରିଣୀତି ଚୋପ୍ରା । ଫିଲ୍ମରେ ଦୁଇଜଣଙ୍କୁ ନେଇ ଏକ ରୋମାଂଟିକ ଗୀତ ମଧ୍ୟ ନିର୍ମାଣ କରାଯାଇଛି । କିିଛି ମାସ ପୂର୍ବରୁ ପଂଜାବରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ପରିଣୀତି ଅକ୍ଷୟଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More