Only for Entertainment

ଅକ୍ଷୟ କୁମାର-ପରିଣୀତିଙ୍କ ଉପରେ ଛାଇଲା ‘କେଶରୀ’ ରଙ୍ଗ, ବିଏସଏଫ ଜବାନଙ୍କ ସହିତ ସେଲିବ୍ରେଟ କଲେ ହୋଲି

India TV
39

ବଲିଉଡ୍ ଅଭିନେତା ଅକ୍ଷୟ କୁମାର୍ ଓ ଅଭିନେତ୍ରୀ ପରିଣୀତି ଚୋପ୍ରା, ଏବେ ନିଜ ଆଗାମୀ ଫିଲ୍ମ ‘କେଶରୀ’ର ପ୍ରମୋସନରେ ଅଛନ୍ତି ବ୍ୟସ୍ତ । ନିକଟରେ ଏହି ସିନେମାର ପ୍ରମୋସନ୍ ପାଇଁ ବିଏସ୍ଫ୍ କ୍ୟାମ୍ପରେ ପହଁଚିଥିଲେ । ବିଏସଏଫ୍ ଜୱାନଙ୍କ ଗହଣରେ ନିଜ ସିନେମା କେଶରୀକୁ ପ୍ରମୋସନ୍ କରିଥିଲେ ଏହି ଯୋଡି । ଜୱାନ୍ ମାନଙ୍କ ସହ ନାଚ୍ – ଗୀତ ମସ୍ତି କରିବାରେ ନଜର ଆସିଥିଲେ ଅକ୍ଷୟ କୁମାର୍ । କେବଳ ସେତିକି ନୁହେଁ ଅଭିନେତ୍ରୀ ପରିଣୀତି ଫିଲ୍ମର ଏକ ଗୀତ ତେରି ମିଟ୍ଟି ଗାଇବାର ମଧ୍ୟ ନଜର ଆସିଥିଲେ । ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଅକ୍ଷୟ କୁମାର ଜବାନ ମାନଙ୍କ ସହିତ ଡ୍ୟାନ୍ସ କରିବା ସହିତ ଷ୍ଟଣ୍ଟ ମଧ୍ୟ କରିଥିଲେ । ଏହା ସହିତ ବିଏସଏଫ ଜବାନଙ୍କ ସହିତ ହୋଲି ମଧ୍ୟ ସେଲିବ୍ରେଟ କରିଥିଲେ । ଦେଖନ୍ତୁ ଭିଡିଓ-

 

 

View this post on Instagram

 

Always a treat to meet the Jawans from @bsf_india. Their training, passion and enthusiasm is top-notch, always a learning experience.

A post shared by Akshay Kumar (@akshaykumar) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More