Only for Entertainment

ମିଡିଆକୁ ଦେଖି ରାଗିଗଲେ ଅକ୍ଷୟ, ତାପରେ ହେଲା କିଛି ଏଭଳି…

youtube
0 66

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଗଣତି ଏଭଳି ସେଲିବ୍ରିଟିଙ୍କ ମଧ୍ୟରେ ଅଟେ, ଯିଏ ସେଟରେ କଳାକାରଙ୍କ ସହ ଜମେଇକି ପ୍ରାଙ୍କ କରିବାରେ ପ୍ରସିଦ୍ଧ ଅଟନ୍ତି । ସେ କଥା ଫିଲ୍ମର ହେଉ କି ଟିଭି ସୋ’ର, ଅକ୍ଷୟ ନିଜର ମଜାମସ୍ତିରେ ସମସ୍ତଙ୍କୁ ମନୋରଂଜନ କରିବାକୁ ଭୁଲନ୍ତିନାହିଁ । କିଛି ଦିନ ତଳେ ଏକ ଇଭେଂଟରେ ସାମିଲ ହୋଇଥିବା ଅଭିନେତା ଅକ୍ଷୟ କିଛି ଏଭଳି କରିଥିଲେ, ଯାହାଦ୍ୱାରା ସାମ୍ନାରେ ଛିଡା ହୋଇଥିବା ଫଟୋଗ୍ରାଫରଙ୍କ ହାର୍ଟ ବିଟ ବଢିଯାଇଥିଲା ।

?? love the way Akki scares a media photographer as he makes his entry at a brand event in Mumbai… the Khiladi has been known to pull pranks on his co-stars on the sets… looks like he’s the same kinda dude in real life too… but no seriously tho it’s great to see celebs chilled out and in some masti mood… after all being human nevvva went outta vogue you see! ❤️❤️ FOLLOW ? @voompla INQUIRIES ? @ppbakshi . #voompla #bollywood #akshaykumar #akshay #bollywoodstyle #bollywoodfashion #bollywoodactress #mumbaidaily #mumbaidiaries #mumbaiscenes #mumbai #akki #khiladi #khiladino1 #herapheri #mastimood #mastitime #mastikhor #twinklekhanna #aaravbhatia #funnyboi #delhidiaries #delhiscenes #delhidaily #desigirl #indianactress #bollywoodactresses #bollywoodstylefile

A post shared by Voompla (@voompla) on


ଅକ୍ଷୟଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମିଡିଆ ଫଟୋଗ୍ରାଫରଙ୍କୁ ରାଗରେ ଚାହିଁ ତାଙ୍କ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଅକ୍ଷୟଙ୍କ ଏକ୍ସପ୍ରେଶନ ଦେଖି ସେ ନିଶ୍ଚୟ ଡରି ଯାଇଥିବେ, ପୁଣି ନିଜର ହସ ଦେଖାଇ ଅକ୍ଷୟ ପରିବେଶକୁ ଆନନ୍ଦଭରା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More