Only for Entertainment

‘ମିଶନ ମଙ୍ଗଲ’ର ପୋଷ୍ଟର ଶେୟାର କଲେ ଅକ୍ଷୟ କୁମାର ।

33

ବଲିଉଡ ଆକ୍ଟର ଅକ୍ଷୟ କୁମାର ଏବେ ତାଙ୍କ ଅପକମିଂ ଫିଲ୍ମ ‘ମିଶନ ମଙ୍ଗଲ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ଅକ୍ଷୟ ଦର୍ଶକଙ୍କୁ ଏହି ଫିଲ୍ମ ଭେଟି ଦେବେ । ସୋସିଆଲ ମିଡିଆରେ ଅକ୍ଷୟ ଫିଲ୍ମର ଘୋଷଣା କରିଛନ୍ତି । ତେବେ ପୋଷ୍ଟ ଶେୟାର କରି ଅକ୍ଷୟ କ୍ୟାପ୍ସନରେ ଲେଖିଛନ୍ତି ଫିଲ୍ମ ପ୍ରେରିତ କରିବା ସହିତ ଏଂଟରଟେନ ମଧ୍ୟ କରିବ । ବିଶେଷ କରି ଏହି ଫିଲ୍ମ ତାଙ୍କ ଝିଅ ଏବଂ ସେହି ବୟସର ପିଲାଙ୍କ ପାଇଁ କରିଛନ୍ତି ବୋଲି କହିଛନ୍ତି ଖିଲାଡ଼ୀ କୁମାର । ତେବେ ଏହା ଭାରତର ‘ମିଶନ ମଙ୍ଗଲ’ର କହାଣୀ । ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସି ସାରିଛି ।

 

ଅନ୍ତରୀକ୍ଷକୁ ନେଇ କରାଯାଇଥିବା ଏହା ପ୍ରଥମ ଫିଲ୍ମ ବୋଲି କୁହାଯାଉଛି । ମିଶନ ମଙ୍ଗଲ’ ଏକ ସତ୍ୟ କାହାଣୀ । ଫିଲ୍ମ ୧୫ ଅଗଷ୍ଟକୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More