Only for Entertainment

ସୁଟିଂ ପରେ ଖତରନାକ ଷ୍ଟଂଟରେ ନଜର ଆସିଲେ ଅକ୍ଷୟ କୁମାର ।

youtube
31

ବଲିଉଡ ଆକ୍ଟର ଅକ୍ଷମ କୁମାର ନିଜ ଫିଟନେସ ପାଇଁ ଖୁବ ଜଣାଶୁଣା । ଏହି ଦିନ ମାନଙ୍କରେ ଅକ୍ଷୟ ହାଉସଫୁଲ ୪ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ସେ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ସେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । ଏହା ସହିତ ବକ୍ସିଂର ମଧ୍ୟ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ଭିଡ଼ିଓ ସେୟାର କରି ଅକ୍ଷୟ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଏହାକୁ ସଡ଼କରେ ନକରିବା ପାଇଁ ସେ କହିଛନ୍ତି । ଅକ୍ଷୟ ନିୟମିତ ଦିନଚର୍ଯ୍ୟା ସହିତ ୱାର୍କଆଉଟ ମଧ୍ୟ ସାମିଲ କରିଛନ୍ତି ।

 

ନିକଟରେ ଅକ୍ଷୟ ଏକ ଭିଡ଼ିଓ ସେୟାର କରିଛନ୍ତି । ସେ ଏଥିରେ ନେକ ଏକ୍ସରସାଇଜ କରୁଥିବା ନଜର ଆସିଛନ୍ତି । ତାଙ୍କ କହିବା ଦ୍ୱାରା ତାଙ୍କ ମନ ଓ ମସ୍ତିଷ୍କକୁ ତାଜା ଅନୁଭବ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More