Only for Entertainment

‘ଆଲବମ’ରେ ନଜର ଆସିବେ ଅକ୍ଷୟ କୁମାର,କୃତିଙ୍କ ଭଉଣୀ ସହିତ କରିବେ ରୋମାନ୍ସ

33

ଆଜିକାଲି ପ୍ରାୟ ବଲିଉଡ ଷ୍ଟାରଙ୍କୁ ଆଲବମରେ ଦେଖିବାକୁ ମିଳୁଛି । ଏହି ଲିଷ୍ଟରେ ଏବେ ସାମିଲ ହୋଇ ସାରିଛନ୍ତି ବଲିଉଡ ଖିଲାଡ଼ୀ ଅକ୍ଷୟ କୁମାର । ଆଗାମୀ ଦିନରେ ଏହି ଆକ୍ଟର କେତେକ ବଡ଼ ଫିଲ୍ମରେ ନଜର ଆସିବେ । କିନ୍ତୁ ଏହା ବ୍ୟତୀତ ଆପଣ ତାଙ୍କୁ ବି ପ୍ରାକର ନୂଆ ସିଙ୍ଗଲ ଭିଡ଼ିଓରେ ଝୁମୁଥିବାର ଦେଖିବାକୁ ପାଇବେ । ଏହି ଆଲବମରେ ତାଙ୍କ ସହିତ ଯେଉଁ ଷ୍ଟାର ନଜର ଆସିବେ ତାଙ୍କୁ ହୁଏତ ଆପଣ ଜାଣି ନାହାଁନ୍ତି । ଯଦିଓ ସେ ଫିଲ୍ମରେ ନଜର ଆସିନାହାଁନ୍ତି ତଥାପି ବଲିଉଡ ସହିତ ତାଙ୍କର ଖୁବ ଗଭୀର ସଂପର୍କ ରହିଛି ।

ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ କୃତି ସାନନଙ୍କ ଭଉଣୀ ନୁପୂର ସାନନ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବଯେ ନୁପୂର ଜଣେ ଭଲ ସିଙ୍ଗର ଏବଂ ସେ ୟୁଟ୍ୟୁବରେ ଖୁବ ପ୍ରସିଦ୍ଧ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More