Only for Entertainment

ଶାଶୁ ଡିମ୍ପଲ କପାଡ଼ିଆକୁ ରୋମାଂଟିକ ଡେଟରେ ନେବାପାଇଁ ଚାହୁଁଥିଲେ ଅକ୍ଷୟ କୁମାର, କଫି ୱିଦ କରନରେ ଖୁଲାସା ।

bollywood tadka
74

ଆକ୍ଟର ଅକ୍ଷୟ କୁମାର ଏବେ ଫିଲ୍ମ ମିଶନ ମଙ୍ଗଳକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅକ୍ଷୟ କଫି ୱିଦ କରନଙ୍କୁ ଯାଇଥିଲେ, ଏବଂ ସେଠାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ଶୋ ମଧ୍ୟରେ କରନ ଅକ୍ଷୟକଙ୍କୁ ପଚାରୁଛନ୍ତିଯେ ଯଦି ଆପଣ ବିବାହିତ ହୋଇନଥାନ୍ତେ ତେବେ କେଉଁ ସୁନ୍ଦରୀ ଅଭିନେତ୍ରୀଙ୍କୁ ରୋମାଂଟିକ ଡେଟରେ ନେଇ ଯାଇଥାନ୍ତେ । କିଛି ସମୟ ଭାବିବା ପରେ ଅକ୍ଷୟ କହିଲେ ସେ ତାଙ୍କୁ ଶାଶୁ ଡିମ୍ପଲ କପାଡ଼ିଆଙ୍କୁ ଡେଟରେ ନେଇଥାନ୍ତେ ଏବଂ ସାରା ରାତି ତାଙ୍କ ସହିତ ତାଙ୍କ ଝିଅ ବିଷୟରେ କଥା ହୋଇଥାନ୍ତେ । ଏହାପରେ କରନ କହୁଛନ୍ତି ଏହି ଉତ୍ତର ତୁମକୁ ତୁମ ପତ୍ନୀ ଟ୍ୱିଙ୍କଲ ଖାନ୍ନା ଶିଖାଇଥିବେ ।

ୱର୍କଫ୍ରଂଟ କଥା କହିବା ତ ଅକ୍ଷୟ ମିଶନ ମଙ୍ଗଲ ବ୍ୟତୀତ ସୂର୍ଯ୍ୟବଂଶୀରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More