Only for Entertainment

ରଣବୀରଙ୍କ ଫିଲ୍ମରେ ଛାଇଲେ ଅକ୍ଷୟ କୁମାର, Cop ଲୁକ ଭାଇରାଲ ।

Bollywood Bubble
28

ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ରିଲିଜ ହୋଇସାରିଛି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି କରଣ ଜୋପହର ଏବଂ ଅପୂର୍ବ ମେହତା । ସିମ୍ବା ୨୦୧୫ରେ ରିଲିଜ ହୋଇଥିବା ଜୁନିଅର ଏନଟିଆରଙ୍କ ତେଲଗୁ ଫିଲ୍ମ ଟେମ୍ପରର ହିନ୍ଦୀ ରିମେକ ।

ଆମେ ଆପଣଙ୍କୁ କହିଥିଲୁ ଯେ, ଫିଲ୍ମରେ ଖିଲାଡୀ କମୁାର ଫିଲ୍ମର ଶେଷରେ ଏଣ୍ଟ୍ରି କରିବେ । ଏବେ ଫିଲ୍ମ ସିମ୍ବାରେ ଅକ୍ଷୟ କୁମାରଙ୍କ କପ ଲୁକ ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଥିବା ବେଳେ କ୍ରିଟିକ୍ଟ ମଧ୍ୟ ଏହାକୁ ଭଲ ରିଭ୍ୟୁ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More