Only for Entertainment

୨୭ବର୍ଷ ପରେ ପୁଣି ଥରେ ଆଲାଦୀନ , ବ୍ଲୁ ଜିନୀ ଲୁକରେ ନଜର ଆସିଲେ ୱିଲ ସ୍ମିଥ !

38

ଆଲାଦୀନ ସହ ୨୭ବର୍ଷ ପରେ ପୁଣିଥରେ ଡିଜନୀ ଫ୍ୟାନ୍ସମାନଙ୍କୁ ବଡ ସରପ୍ରାଇଜ ଦେଇଛି । ଏହି ସରପ୍ରାଇଜକୁ ୬୧ତମ ଗ୍ରେମୀ ଆୱାର୍ଡ ଶୋର ଖାସ ମଉକାରେ ପ୍ରେଜେଂଟ କରାଯାଇଛି । ଇଭେଂଟରେ ଆଲାଦୀନଙ୍କ ପ୍ରଥମ ଲୁକ ଶେୟାର କରାଯାଇଛି । ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଆଲାଦୀନର ଜିନୀ ଲୁକରେ ହଲିଉଡର ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ନଜର ଆସିବେ ।

୧୯୯୨ରେ ଡିଜନୀ ଆଲାଦୀନ ଫିଲ୍ମ ନିର୍ମାଣ କରିଥିଲେ । ୨୭ବର୍ଷ ପରେ ଡିଜନୀ ଏହି ଫିଲ୍ମର ରିମେକ ବନାଇଛନ୍ତି । ଏହି ଫିଲ୍ମ ୨୦୧୯ରେ ପରଦାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ଫିଲ୍ମ ଟ୍ରେଲର ସବୁଠାରୁ ବଡ ସରପ୍ରାଇଜ ୱିଲସ୍ମିଥଙ୍କ ୨୦ସେକେଣ୍ଡ ଏଂଟ୍ରି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More