Only for Entertainment

RRRଫିଲ୍ମର ପ୍ରଥମ ଲୁକ ଜାରି, ସାମ୍ନାକୁ ଆସିଲା ରିଲିଜ ତାରିଖ !

27

ବାହୁବଲୀ ଏବଂ ବାହୁବଲୀ୨ ଭଳି ସୁପରହିଟ ଫିଲ୍ମ ଦେଇଥିବା ନିର୍ଦ୍ଦେଶକRRR(ରାମା ରାଜ୍ୟ ରାବଣମ)ନିଜ ଆଗାମୀ ଫିଲ୍ମ ଉପରେ କାମ କରୁଛନ୍ତି । ଏହି ଫିଲ୍ମର ସୁଟିଂ କିଛି ଦିନ ପୂର୍ବେ ଆରମ୍ଭ ହୋଇଛି । ତେବେ ଏହି ଫିଲ୍ମର ପ୍ରଥମ ଲୁକ ଜାରି ହୋଇଛି । ଫିଲ୍ମର ଷ୍ଟାର କାଷ୍ଟଙ୍କୁ ନେଇ ଖୁବ ଚର୍ଚ୍ଚା ରହିଥିଲା । ଏହି ଫିଲ୍ମରେ ଫିମେଲ ଲିଡ ରୋଲ ପାଇଁ ଆଲିୟା ଭଟ୍ଟଙ୍କୁ ଚୟନ କରାଯାଇଥିବା ବେଳେ, ଆଲିୟା ନିଜ ବ୍ୟସ୍ତ ସିଡ୍ୟୁଲ ଦେଖାଇ ଫିଲ୍ମରୁ ଓହରି ଯାଇଥିଲେ । କିନ୍ତୁ ପରେ କନଫର୍ମ ହୋଇଛି ଯେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିୟା ଭଟ୍ଟ ।

ଫିଲ୍ମରେ ଆଲିୟାଙ୍କ ବ୍ୟତୀତ ନଜର ଆସିବେ ରାମଚରଣ ତେଜା, ଜୁନୀଅର ଏନଟି ରାମାରାଓଙ୍କ ବଲିଉଡର ସିଂଘମ ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆଗାମୀ ବର୍ଷ ଜୁଲାଇ ୩୦ତାରିଖରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More