Only for Entertainment

ନ୍ୟୁୟର୍କ ରାସ୍ତାରେ ରଣବୀର କପୂର ଙ୍କୁ ଛାଡି ପ୍ରିୟଙ୍କା ଚୋପ୍ରାଙ୍କ ସହ ମସ୍ତି କରୁଥିବାର ନଜର ଆସିଲେ ଆଲିୟା !

38

କିଛିଦିନ ହେବ ରଣବୀର କପୂର ଙ୍କ ପିତାଙ୍କ ଚିକିତ୍ସା ପାଇଁ ନ୍ୟୁୟର୍କ ରେ ଅଛନ୍ତି ଋଷି କପୂର । ଋଷି କପୂରଙ୍କ ପରିବାର ସହ ଆଲିୟା ମଧ୍ୟ ନଜର ଆସିଛନ୍ତି । ରଣବୀରଙ୍କ ସହ ନ୍ୟୁୟର୍କ ରାସ୍ତା ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ମାତ୍ର ଏବେ ଏବେ ପ୍ରିୟଙ୍କା ଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି ଆଲିୟା । ଏହି ଭିଡ଼ିଓ କୁ ଦେଖିଲେ ଯେ କେହି ବି କହିବେ ଦୁହିଁଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ନିକଟରେ ନିକ-ପ୍ରିୟଙ୍କା ଙ୍କ ଏନଗେଜମେଣ୍ଟରେ ଆଲିୟା ନଜର ଆସିଥିଲେ । ସ୍ପେସିଆଲ ଗେଷ୍ଟ ଭଳି ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More