Only for Entertainment

ପ୍ରେମ କରିବେ ସଲମାନ ଏବଂ ଆଲିୟା, ସଂଜୟ ଲୀଲା ଭଂସାଲୀଙ୍କ……… ।

ndtv
40

ସଲମାନ ଖାନ ଏବଂ ଆଲିୟା ଭଟ୍ଟଙ୍କ ଯୋଡ଼ି ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଇଂଶାଲହାରେ ନଜର ଆସିବ । ୨୦ ବର୍ଷ ପରେ ପୁଣିଥରେ ସଂଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବେ ଦବଙ୍ଗ ଖାନ । ଏହି ଫିଲ୍ମ ମାଧ୍ୟମରେ ଆଲିୟା ଭଟ୍ଟଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇଯିବ । ସେ ତାଙ୍କ ଖୁସିକୁ ଟ୍ୱିଟର ମାଧ୍ୟମରେ ଶେୟାର କରିଛନ୍ତି ।

ବାସ୍ତବରେ ଆଲିୟା ଭଟ୍ଟ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ସଲମାନ ଖାନଙ୍କ ସହିତକାମ କରିବାକୁ ଚାହୁଁଥିଲେ ଏବଂ ଏହା ତାଙ୍କର ସ୍ୱପ୍ନ ଥିଲା । ବଲିଉଡରେ ୭ ବର୍ଷ ପରେ ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More