Only for Entertainment

ଗଲିବୟ ପ୍ରମୋସନରେ ଖୁବ ଫ୍ୟାଶନେବଲ ନଜର ଆସିଲେ ଆଲିୟା ଭଟ୍ଟ !

20

୧୪ଫେବୃୟାରୀରେ ରଣବୀର ସିଂ ଏବଂ ଆଲିୟା ଭଟ୍ଟଙ୍କ ଫିଲ୍ମ ଗଲି ବୟ ରିଲିଜ ହୋଇଛି । ଏହା ପୂର୍ବରୁ ଫିଲ୍ମ ପ୍ରମୋସନ ସମୟରେ ଆଲିୟା ଖୁବ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଆଉଟଫିଟରେ ମଧ୍ୟ ନଜର ଆସିଛନ୍ତି । ଆପଣ ଦେଖନ୍ତୁ ଫଟୋ

ଏବେ ବଲିଉଡର କ୍ୟୁଟ ଅଭିନେତା ଆଲିୟା ଭଟ୍ଟ ଏବଂ ରଣବୀର ସିଂ ନିଜ ଫିଲ୍ମ ପ୍ରମୋସନ ପାଇଁ ବ୍ୟସ୍ତ ଥିଲେ ।

ତେବେ ପ୍ରମୋସନରେ ଆଲିୟାଙ୍କ ଷ୍ଟାଇଲ ଖୁବ ଏଲିଗେଂଟ ଥିଲା । ଗଲି ବୟର ପ୍ରମୋସନ ପାଇଁ ଆଲିୟା ଖୁବ ସୁନ୍ଦର ଦିଶୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More