Only for Entertainment

ବିବାହ ବେଦୀରେ ଆଲିୟା, ମେକଅପ ଖରାପ ହେବ ବୋଲି କାନ୍ଦିବାକୁ ମନା କଲେ

223

ଅନୁଷ୍କା ଶର୍ମା, ବିରାଟ କୋହଲି ଏବଂ କାର୍ତ୍ତିକ ଆର‌୍ୟନଙ୍କ ପରେ ଆଲିୟା ଭଟ୍ଟ ମାନ୍ୟବର ମୋହି ଫ୍ୟାଶନର ନୂଆ ବ୍ରାଣ୍ଡ ଆମ୍ବାସେଡର ହୋଇ ସାରିଛନ୍ତି । ଆଲିୟା ନିକଟରେ ଏହାର ଏକ ବ୍ରାଇଡାଲ ଫଟୋସୁଟ କରିଛନ୍ତି । ମାନ୍ୟବର ମୋହେ ତାଙ୍କ ଇଂଷ୍ଟାଗ୍ରାମ ପେଜରେ ଆଲିୟାଙ୍କ ନୂଆ ଲୁକ ସହିତ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି । ଏଥିରେ ଅଭିନେତ୍ରୀ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହି ଲୁକକୁ ଦେଖିବା ପରେ ଆଲିୟାଙ୍କ ଉପରୁ ଆପଣଙ୍କ ନଜର ହଟିବ ନାହିଁ ।

 


ଆଲିୟା ଏହି ଭିଡ଼ିଓକୁ ଶେୟାର କରି ଖୁବ ଉତ୍ସାହିତ ଥିବା କଥା ଲେଖିଛନ୍ତି । ତେବେ ଭିଡ଼ିଓରେ ଏକ ଡାଏଲଗରେରେ ଆଲିୟା କହୁଛନ୍ତି ମୁଁ କାନ୍ଦିବିନି,ମେକଅପ ଖରାପେ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More