Only for Entertainment

ଖାସ ବନ୍ଧୁଙ୍କ ବିବାହରେ ଖୁବ ନାଚିଲେ ଆଲିୟା, ‘ଲାମ୍ବୋରଗିନୀ’ରେ ଲଗାଇଲେ ଠୁମକା !

31

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ କିଛି ଦିନ ହେବ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ନିଜ ବେଷ୍ଟ ଫ୍ରେଣ୍ଡ ଦେବୀକା ଆଡବାଣୀଙ୍କ ବିବାହ ଆଟେଣ୍ଡ କରିବାକୁ ଦିଲ୍ଲୀ ଯାଇଛନ୍ତି । ନିକଟରେ ଏହି ବିବାହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏକ ଭିଡିଓରେ ଆଲିୟା ଜାହ୍ୱବୀଙ୍କ ଫିଲ୍ମ ଧଡକର ପପୁଲାର ଗୀତ ‘ଝିଙ୍ଗାଟ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ସେହିଭଳି ସାଙ୍ଗମାନଙ୍କ ସହ ‘ଲାମ୍ବୋରଗୀନୀ’ରେ ଗୃପ ଡ୍ୟାନ୍ସ ମଧ୍ୟ କରିଥିଲେ ।

 

View this post on Instagram

 

#aliabhatt performance at her friends sangeet ❤️❤️❤️

A post shared by Viral Bhayani (@viralbhayani) on

ଏହି ଫଟୋ ଏବଂ ଭିଡିଓରେ ପରିଷ୍କାର ଜଣା ପଡୁଛି ଯେ ଆଲିୟା ନିଜ ସାଙ୍ଗ ହେବାର ସମସ୍ତ କର୍ତ୍ତବ୍ୟ ପୂରଣ କରିଛନ୍ତି ।

ଖାସ କଥା ହେଉଛି ଯେ ବିବାହରେ ପୂରା ଦେଶୀ ଲୁକରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା , ଦେବୀକା ଏବଂ ଆକାଂକ୍ଷା ରଂଜନ କପୁର ତିନି ଜଣ ପିଲାବେଳର ସାଙ୍ଗ ଅଟନ୍ତି ଏବଂ ଖୁବ କ୍ଲୋଜ ମଧ୍ୟ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More