Only for Entertainment

ବ୍ୟାକଲେସ ଅଫ ଶୋଲ୍ଡର ଶାଢୀରେ ଆଲିୟାଙ୍କ ଜଲୱା, କାତିଲାନା ଅନ୍ଦାଜରେ ଲୁଟିଲେ ମାହୋଲ !

54

ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଇଣ୍ଡଷ୍ଟ୍ରୀରେ ସଫଳତା ପାଇଁ ୨୦ବର୍ଷ ପୂରା କରିଛନ୍ତି । ସବ୍ୟସାଚୀ ବଲିଉଡ ପ୍ରିୟ ଫ୍ୟାଶନ ଡିଜାଇନର ମଧ୍ୟରୁ ଜଣେ । ସେ ବଲିଉଡର ପ୍ରାୟତଃ ସେଲିବ୍ରିଟିଙ୍କ ଆଉଟଫିଟ ପ୍ରସ୍ତୁତ କରନ୍ତି । ତାଙ୍କ ଡିଜାଇନ ଡ୍ରେସରେ ଶନିବାର ଆୟୋଜିତ ହୋଇଥିବା ପାର୍ଟିରେ ଅନେକ ଷ୍ଟାର ପହଂଚିଥିଲେ ।

ଏହି ଖାସ ମଉକାରେ ଜାହ୍ନବୀ କପୂର, ତାରା ସୁତରିୟା, ମାନୂଷୀ ଛିଲର, ଅନନ୍ୟା ପାଣ୍ଡେ, ଫରହାନ ଅଖତର, ଶିବାନୀ ଦାଣ୍ଡେକରଙ୍କ ବ୍ୟତୀତ ସିନେ ଷ୍ଟାର ମଧ୍ୟ ଆସିଥିଲେ ।

କିନ୍ତୁ ପାର୍ଟିରେ ସେଂଟର ଅଫ ଆଟ୍ରାକ୍ସନ ହୋଇଥିଲେ ଆଲିୟା ଭଟ୍ଟ । ଏହି ପାର୍ଟିରେ ତାଙ୍କର ସେକ୍ସି ଗ୍ଲାମରସ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଏହି ଖାସ ମଉକାରେ ଆଲିୟା ଷ୍ଟାଇଲିସ ଗ୍ରୀନ ବ୍ୟାକଲେସ ଅଫ ସୋଲ୍ଡର ଶାଢୀ ପିନ୍ଧି ବୋଲ୍ଡ ଲୁକରେ ନଜର ଆସିଥିଲେ । ଶାଢୀ ସହ ସେ ଓଜନିଆ କାନ ଫୁଲ ମଧ୍ୟ ପିନ୍ଧିଥିଲେ,ଯାହା ତାଙ୍କ ଲୁକକୁ ଏକ ଡିଫରେଂଟ ଲୁକ ବନାଇଥିଲା ।

ଆଲିୟାଙ୍କୁ ଦେଖି ସମସ୍ତଙ୍କ ନଜର ଅଟକି ଯାଇଥିଲା । ସେ ମିଡିଆ ଆଗରେ ଷ୍ଟାଇଲିସ ଅନ୍ଦାଜରେ ପୋଜ ଦେଇଥିଲେ ।
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଲିୟା ଖୁବ ଶୀଘ୍ର କଳଙ୍କ ଫିଲ୍ମ ଜରିଆରେ ୧୭ଅପ୍ରେଲରେ ନଜର ଆସିବାକୁ ଯାଉଛନ୍ତି । ଏହାବ୍ୟତୀତ ରଣବୀର କପୂର ଙ୍କ ସହ ବ୍ରହ୍ମାସ୍ତ୍ର ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଅମିତାଭ ବଚ୍ଚନ ଏବଂ ମୌନୀ ରାୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More