Only for Entertainment

କଳଙ୍କ ରିଲିଜ ପରେ ବୟଫ୍ରେଣ୍ଡ ରଣବୀରଙ୍କ ସହ ନଜର ଆସିଲେ ଆଲିୟା, ଭିଡିଓ ଭାଇରାଲ !

23

ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଫିଲ୍ମ କଳଙ୍କ ସିନେମାଘରେ ରିଲିଜ ହୋଇ ସାରିଲାଣି । ଫ୍ୟାନ୍ସମାନଙ୍କ ପାଖରୁ ଦର୍ଶକଙ୍କ ମିଳାମିଶା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହାମଧ୍ୟରେ ଆଲିୟା ବୁଧବାର ସଂନ୍ଧ୍ୟା ନିଜ ବୟଫ୍ରେଣ୍ଡ ରଣବୀରଙ୍କ ସହ ନଜର ଆସିଥିଲେ ।

 

View this post on Instagram

 

Loved his shoes ?? #RanbirKapoor #AliaBhatt @viralbhayani

A post shared by Viral Bhayani (@viralbhayani) on


ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ମୁମ୍ବାଇରେ ଏକ ଅଫିସରେ ବିଜନେଓ ମିଟିଂ ପରେ ରଣବୀରଙ୍କ ସହ ସ୍ପଟ ହୋଇଥିଲେ । ଯେଉଁଠି ଆଲିୟା ଟିସାର୍ଟ ଏବଂ ଜିନ୍ସରେ ନଜର ଆସିଥିଲେ । ରଣବୀର ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ରାସ୍ତାରେ ଗଲାବେଳେ ଅନେକ ଲୋକଙ୍କ ସହ କଥା ହେଉଥିବାର ନଜର ଆସିଥିଲେ, ଏବଂ ଏହାସହ ଫ୍ୟାନ୍ସ ମାନଙ୍କ ଅଭିବାଦନକୁ ମଧ୍ୟ ସ୍ୱୀକାର କରିଥିଲେ ।

 

View this post on Instagram

 

#AliaBhatt and #RanbirKapoor were captured by one of my followers as they had visited a office in Worli together @viralbhayani

A post shared by Viral Bhayani (@viralbhayani) on

ସୂଚନାଯୋଗ୍ୟ, ଏହି ଦୁଇ କଳାକାର ଏକାସହ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଯାହା କ୍ରିସମସରେ ରିଲିଜ ହେବ । ଫିଲ୍ମରେ ଏହି ଦୁଇ କଳାକାରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରୟ ଏବଂ ନାଗାର୍ଜୁନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More