Only for Entertainment

ପ୍ରଥମ ସିଡ୍ୟୁଲ ହେଉ ହେଉ ଫିଲ୍ମ ‘ବ୍ରହ୍ମାସ୍ତ୍ର’ସୁଟିଂ ଅଟକିଲା, ଜାଣନ୍ତୁ ।

amarujala
0 44

ଆଲିୟା ଭଟ୍ଟ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ସୁଟିଂ ବୁଲଗେରିଆରେ ହୋଇଥିଲା । ଏହି ସମୟରେ ଏକ ସିନ୍ କରିବା ସମୟରେ ତାଙ୍କ ହାତ ଏବଂ କାନ୍ଧରେ ଆଘାତ ଲାଗିଛି । ଯାହା ପରେ ଟିମ ଫିଲ୍ମ ପ୍ରଥମ ସିଡ୍ୟୁଲ ପୂରା କରି ମୁମ୍ବାଇ ଫେରି ଆସିଛନ୍ତି ଏବଂ ଆଗକୁ ସୁଟିଂକୁ କିଛି ମୂହୁର୍ତ୍ତ ପାଇଁ ସ୍ଥଗିତ ରଖାଯାଇଛି । ଡାକ୍ତର ଆଲିୟାଙ୍କୁ ଫିଜିଓଥେରାପି ଏବଂ ଆରାମ କରିବା ପାଇଁ କହିଛନ୍ତି ।

alia-bhatt-injury_1522136126

ଫିଲ୍ମ ସୁଟିଂରୁ ଫେରିଲା ବେଳେ ବିମାନ ବନ୍ଦରରେ ଆଲିୟାଙ୍କୁ ସ୍ପଟ କରାଯାଇଥିଲା । ଆଲିୟା ଆର୍ମ ସ୍ଲିଙ୍ଗ ପିନ୍ଧିଥିବା ନଜରକୁ ଆସିଥିଲା । ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଡେକାନ କ୍ରୋନିକାଲର ବାର୍ତ୍ତାଳପରୁ ଏହି ଖବର ସମ୍ବନ୍ଧରେ ଜାଣିବାକୁ ମିଳିଥିଲା ଯେ ଏବେ ପର୍ଯ୍ୟନ୍ତ ତାଙ୍କ ହାତର ଯନ୍ତ୍ରଣା ଠିକ ହୋଇନାହିଁ । ସେହି ହାତ ପାଇଁ ଯନ୍ତ୍ରଣା ପାଉଥିବାରୁ ଫଟୋ ନେବା ସମୟରେ ଚୁଲବୁଲି ଆଲିୟାଙ୍କ ମୁହଁରେ ହସ ଦେଖିବାକୁ ମିଳିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More