Only for Entertainment

ଆଲିୟାଙ୍କୁ କୋଳରେ ଉଠାଇ ଫ୍ୟାନ୍ସଙ୍କ ଆଡକୁ ଗଲେ ବରୁଣ, ଢୋଲ ଧୁନରେ କଲେ ଭାଙ୍ଗଡା !

22

କରଣ ଜୋହରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ କଳଙ୍କ ୧୭ଅପ୍ରେଲରେ ରିଲିଜ ହେବାକୁ ଯାଉଛି । କିଛି ଦିନ ହେବ କଳଙ୍କ ଫିଲ୍ମର ଷ୍ଟାରକାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଗତକାଲି ଫିଲ୍ମ ପ୍ରମୋଶନ ପାଇଁ ଆଲିୟା ଏବଂ ରଣବୀର ଜଳନ୍ଧରରେ ପହଂଚିଥିଲେ । ଜଳନ୍ଧର ପହଂଚି ଅନସ୍କ୍ରିନ ଯୋଡି ଖୁ ବ ମସ୍ତି କରିଥିଲେ ।


ପଂଜାବ ପହଂଚିବା ପରେ ବରୁଣ ଏବଂ ଆଲିୟାଙ୍କୁ ସ୍ୱାଗତ ଢୋଲ ବଜାଇ କରାଯାଇଥିଲା । ଏହି ଢୋଲ ଧୁନରେ ଦୁହେଁ ଭାଙ୍ଗଡା ନାଚିଥିଲେ । ଦୁହିଁଙ୍କୁ ଦେଖିବା ଲାଗି ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।

 

View this post on Instagram

 

☀️

A post shared by Alia ? (@aliaabhatt) on


ଆଲିୟା ଏବଂ ରଣବୀରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଆଲିୟା ନିଜେ ଫ୍ୟାନ୍ସମାନଙ୍କ ସହ ଭାଙ୍ଗଡା ଭିଡିଓ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More