Only for Entertainment

ଆଲିୟାଙ୍କର କ୍ୟାଟରୀନାଙ୍କ ପାଇଁ ଶୁଭେଚ୍ଛା, ‘ସାରା ଜୀବନ ଫିଟନେସ ଟିପ୍ସ ଦେଉଥାଅ !’

65

ଆଲିୟା ଭଟ୍ଟ ଏବଂ କ୍ୟାଟରୀନା କୈଫ ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ତାଲିକାରେ ରହିଛନ୍ତି । ଦୁହିଁଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ୧୬ଜୁଲାଇରେ ଅର୍ଥାତ ଆଜି କ୍ୟାଟ ନିଜର ୩୬ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହି ମଉକାରେ ଆଲିୟା ମଧ୍ୟ ସୋସିଆଲ ମିଡିଆରେ କ୍ୟାଟଙ୍କୁ ଖାସ ଶୁଭେଚ୍ଛା ଜଣାଇଛନ୍ତି ।

ଆଲିୟା ଭଟ୍ଟ ଏବଂ କ୍ୟାଟରୀନା କୈଫ ପୂର୍ବଙ୍କ ସହ ପୂରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ କ୍ୟାଟଙ୍କ ସହ ସେ ନଜର ଆସିଛନ୍ତି । ଏହାସହ ଏକ ପ୍ରେମଭାରା ମେସେଜ ମଧ୍ୟ ଲେଖିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୧୬ଜୁଲାଇରେ କ୍ୟାଟ ନିଜ ୩୬ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି ଏବଂ ଏହି ଖାସ ଦିନକୁ ନିଜ ଅତି ପ୍ରିୟ ବନ୍ଧୁମାନଙ୍କ ସହ ମେକ୍ସିକୋରେ ସେଲିବ୍ରେଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More