Only for Entertainment

ଅମୀରଙ୍କ ପାଇଁ ଆଲିୟା ଭଟ୍ଟଙ୍କ ସମାଜ ସେବା ।

aajtak
0 43

ଆଲିୟା ଭଟ୍ଟ ଫିଲ୍ମ କଳଙ୍କରୁ ବାହାରି ଲାତୁରର ମରାଠବାଡ଼ାରେ ଶ୍ରମଦାନ ପାଇଁ ପହଂଚିଛନ୍ତି । ଏହା ଏକ ସାମାଜିକ ସେବା । ଯାହା ଅମୀର ଖାନଙ୍କ ପାନି ଫାଉଣ୍ଡେସନ ତରଫରୁ କରାଯାଉଛି ।


ଆଲିୟା ହାତରେ ଫାଉଡ଼ା ଧରି ନିଜେ ମାଟି ଖୋଳିଛନ୍ତି । ୩୦ ଅପ୍ରେଲରେ ଆଲିୟା ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ସାମାଜିକ କାମରେ ଅଭିନେତ୍ରୀ ଯୋଡ଼ି ହୋଇଥିବାରୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି । । ଫ୍ୟାନ୍ସ ଏହା ମଧ୍ୟ ଲେଖିଛନ୍ତିଯେ ଆପଣଙ୍କୁ ନେଇ ଆମେ ଗର୍ବିତ । ଶ୍ରମଦାନ କରୁଥିବା ସମୟରେ ଆଲିୟାଙ୍କ ଫଟୋ ଖୁବ ଭାଇରାଲ ହେଉଛି । ଆଲିୟାଙ୍କ ସହିତ ମରାଠୀର ଅନ୍ୟ କେତକ କଳାକାର ମଧ୍ୟ ଯୋଗ ଦେଇଛନ୍ତି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More