ରଣବୀରଙ୍କ ପରିବାର ସହିତ ଖାସ ଡିନରରେ ପହଂଚିଲେ ଆଲିୟା ଭଟ୍ଟ । ଫଟୋ ଭାଇରାଲ ।
ରଣବୀରଙ୍କ ସହିତ ଆଲିୟାଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି । ସେହି ମଧ୍ୟରୁ ସାମ୍ନାକୁ ଏକ ଫଟୋ ଆସିଛି ଯେଉଁଥିରେ ଆଲିୟା ରଣବୀରଙ୍କ ପରିବାର ସହିତ ଡିନରକୁ ଯାଉଥିବା ନଜର ଆସିଛନ୍ତି ।