Only for Entertainment

ସେଭିଂ ଏବଂ ଏହି ସମସ୍ତ କାମରେ ବ୍ୟବହାର ହୁଏ ଘି-କୁଆଁରୀ ।

tresse.ru
31
  • ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ।
  • ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି।
  • ଏହାକୁ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରାଯାଇପାରେ। ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।
  • ଆଲୋବେରା ଜେଲ୍‌ ହେଉଛି ଏକ ରକମର ଶ୍ରେଷ୍ଠ୍‍ କେଶ ମସ୍‌ଚୁରାଇଜର୍‌। ଏହାକୁ କେଶରେ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ୍‌ ବି ରହିଥାଏ।
  • ଆଇବ୍ରୋରେ ବି ଆଲୋବେରା ଜେଲ୍‌ ବ୍ୟହାର କରିପାରନ୍ତି। ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ।
  • ଏହାକୁ ବାଦ୍‌ ଦେଲେ ବ୍ରଣ, ଦାଗ, ରୁକ୍ଷପଣ, ଓଜନ ହ୍ରାସ ଆଦି ଅନେକ କାରଣ ପାଇଁ ଆଲୋବେରା ଜେଲ୍‌ ବ୍ୟବହାର କରାଯାଇପାରେ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More