Only for Entertainment

ବୀନିତାଙ୍କ ମି ଠୁ ପରେ ଆଲୋକନାଥଙ୍କ ପ୍ରତିକ୍ରିୟା,କଲେ ମାନହାନୀ କେସ ।

youtube
38

ଆକ୍ଟର ଆଲୋକନାଥଙ୍କ ଉପରେ ଯୌନ ଉତ୍ପୀଡ଼ନ କେସ କରିଛନ୍ତି ବୀନିତା । ଯାହା ସମଗ୍ର ଇଣ୍ଡଷ୍ଟ୍ରିରେ ଏକ ଝଡ଼ ସୃଷ୍ଟି କରିଛି ।ତେବେ ଏହି ସବୁ ପରେ ଆଲୋକନାଥ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଆଲୋକନାଥ ବୀନିତାଙ୍କ ବିରୁଦ୍ଧରେ ମାନହାନୀ ମାମଲା ରୁଜୁ କରିଛନ୍ତି ।

ଗତ ଶୁକ୍ରବାର ଦିନ ଆଷଳାକନାଥ କୋର୍ଟକୁ ଏକ କମ୍ପେ୍ଲନ ଲେଖଥିଲେଯେ ତାଙ୍କ ବିରୁଦ୍ଧରେ କରାଯାଇଥିବା ମାମଲାର ଯାଂଚ କରାଯାଉ ।ଏହା ସହିତ ପୋଲିସଙ୍କୁ ଆଦେଶ ଦେବା ପାଇଁ ମଧ୍ୟ ଲେଖିଥିଲେ,ଯେଉଁଥିରେ ଉଲ୍ଲେଖଥିଲାଯେ ସୋସିଆଲ ମିଡିଆରେ ଲେଖା ଯାଇଥିବା କଥା ଉପରେ ଯାଂଚ କରାଯାଉ ।ତାଙ୍କ କହିବା ଅନୁସାରେ ଏହା ତାଙ୍କୁ ବଦନାମ କରିବା ପାଇଁ କରାଯାଇଛି ।
କେବଳ ସତିକି ନୁହେଁ ସେ ଲେଖିଛନ୍ତିଯେ ଯଦି ଯାଂଚ କରା ନଯିବ ତେବେ ତାଙ୍କର ଯେଉଁ କ୍ଷତି ହେବ ତାହାକୁ ଟଙ୍କା ମାଧ୍ୟମରେ ମଧ୍ୟ ପୂରଣ କରାଯାଇପାରିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More