Only for Entertainment

ମିଠାରେ ପ୍ରସ୍ତୁତ କରନ୍ତୁ ଆଳୁ ହାଲୱା

Whisk Affair
0 39

ସାମଗ୍ରୀ-
ଘିଅ- ୧୦୦ ଗ୍ରାମ
ଆଳୁ ଚକଟା- ୫୫୦ ଗ୍ରାମ
କ୍ଷୀର- ୨୨୦ ମିଲି
ଚିନି- ୧୪୦ ଗ୍ରାମ
ଗୁଜୁରାତି ପାଉଡର- ଅଧା ଚାମଚ
ବାଦାମ- ୧୫ ଗ୍ରାମ
କାଜୁ-୧୫ ଗ୍ରାମ
ବାଦାମ ଏବଂ କାଜୁ- ଗାର୍ନିଶ କରିବା ପାଇଁ

ପ୍ରଣାଳୀ-
କଢେଇରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେବାପରେ ଆଳୁ ପକାଇ ୭ ରୁ ୮ ମିନିଟ ଗୋଲଡେନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଆଳୁରେ କ୍ଷୀର, ଚିନି ଏବଂ ଗୁଜୁରାତି ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ୫ ମିନିଟରୁ ୭ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହାପରେ ଏଥିରେ ବାଦାମ ଏବଂ କାଜୁ ପକାଇ ୩ ରୁ ୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଆଳୁ ହାଲୱା ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହା ଉପରେ କାଜୁ ବାଦାମ ପକାଇ ସର୍ଭ କରନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More