Only for Entertainment

ଭୂଲରେ ବି ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ୪ଟି ଜିନିଷ, ହୋଇପାରେ ଅନେକ ସମସ୍ୟା !

Amarujala
0 150

ଏକ କଥା ପ୍ରଚଳିତ ହୋଇ ଆସିଛି ଯାହାକି ଯଦି ଦିନରେ କାମରେ କିଛି ଅସୁବିଧା ଦେଖା ଦିଏ ଆମେ ଭାବୁ ଯେ ସକାଳୁ କାହା ମୁହଁ ଦେଖିଥିଲି ଆଜି ଦିନଟା ଖରାପ ଗଲା । ଆସନ୍ତୁ ଜାଣିବା ଏଭଳି କଣ କଣ ଜିନିଷ ରହିଛି ଯାହାକୁ ସକାଳ ସମୟରେ ଦେଖିଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ ।

ଅନେକ ସକାଳେ ଉଠି ନିଜର ଚେହେରା ଆଇନାରେ ଦେଖନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ଅଟେ । ସକାଳୁ ଉଠି ଆଇନା ଦେଖିବା ପରିବର୍ତ୍ତେ ଦୁଇ ହାତ ଯୋଡି ଭଗବାନଙ୍କୁ ପାର୍ଥନା କରିବା ଶୁଭ ବୋଲି ମାନ୍ୟତା ରହିଛି ।
ସକାଳୁ ସକାଳୁ ଯଦି କୌଣସି କୁକୁରକୁ ଲଢେଇ କରୁଥିବାର ଦେଖନ୍ତି ତାହା ଅଶୁଭ ଅଟେ । ଏହାଦ୍ୱାରା ଆପଣଙ୍କ ଆୟୁ କମିଯାଏ ।

ସକାଳେ ତେଲ ଲାଗିଥିବା ବାସନ ଦେଖିଲେ ଆପଣଙ୍କ ପୂରା ଦିନ ଖରାପ ଯାଇଥାଏ ଏହି କାରଣରୁ ରାତିରେ ଶୋଇବା ସମୟରେ ଏହି ସମସ୍ତ ଜିନିଷକୁ ନିଜ ଠାରୁ ଦୂରରେ ରଖି ଶୁଅନ୍ତୁ ।

ସକାଳୁ ସକାଳୁ କେବେ ବି ମାଙ୍କଡର ନାଁ ନିଅନ୍ତୁ ନାହିଁ । ମାଙ୍କଡ ଦେଖାଗଲେ ମଧ୍ୟ ଆପଣ ଏହାର ନାଁ ନିଅନ୍ତୁ ନାହିଁ । ମାନ୍ୟତା ଅନୁସାରେ ଏହାଦ୍ୱାରା ଦିନଟି ସମସ୍ୟାରେ ବିତିଥାଏ ଏବଂ ଖାଇବାକୁ ମଧ୍ୟ ମିଳେନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More