Only for Entertainment

‘ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାର’ର ବିଜେତାଙ୍କ ନାଁ ଘୋଷଣା, କରିବେ ବଲିଉଡ ଏଣ୍ଟ୍ରି

The Indian Express
0 50

ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାର’ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ରବିବାର ହୋଇଥିବା ଗ୍ରାଣ୍ଡ ଫାଇନାଲରେ ବିଜେତାଙ୍କ ନାମ ଘୋଷଣା କରାଯାଇ ଟ୍ରଫି ଦିଆଯାଇଛି । ଫାଇନାଲକୁ ଆସିଥିବା ୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ନତାସା ଭରତୱାଜ ଏବଂ ଅମନ ଗଙ୍ଗୋତ୍ରା ବାଜି ମାରିନେଇଛନ୍ତି । ତେବେ ଦୁଇ ୱିନର୍ସଙ୍କ ପାଇଁ ଏହା କୌଣସି ସ୍ୱପ୍ନ ଠାରୁ କମ ନଥିଲା ।


ଶୋ’ର ଫରମାର୍ଟ ଅନୁସାରେ ଏହି ଦୁଇ ବିଜେତା କରଣ ଜୋହର ଏବଂ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମରେ କାମ କରିବାର ସୁଯୋଗ ପାଇବେ ।

ନତାଶା ଏବଂ ଅମନ ପୁରା ସିଜନରେ ନିଜର ପର୍ଫମାନ୍ସରେ ଦର୍ଶକ ଏବଂ ଜଜ୍ କରଣ ଜୋହର ଏବଂ ରୋହିତ ଶେଟ୍ଟୀଙ୍କ ହୃହୟକୁ ଜିତି ପାରିଥିଲେ । ଶୋ’ର ଫାଇନାଲରେ ଅନେକ ଟିଭି ସେଲିବ୍ରିଟି ମଧ୍ୟ ପର୍ଫମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More