Only for Entertainment

ଇଂଟରନେଟର ହିରୋ ହେଲା ଏହି ଲେମ୍ବୁ,୮୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।

punjabkesari
0 71

ଇଂଟରନେଟ ଏକ ଲେମ୍ବୁ ଏବେ ହିରୋ ସାଜିଛି । ଦେଖିବାକୁ ତ ଏହା ଏକ ସାଧାରଣ ଆକାରର ଲେମ୍ବୁ କିନ୍ତୁ ଏହା ଏଳଭି କାମ କରିଛି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କିନ୍ତୁ ଏହା ସତ । ତେବେ ୧ ମିନିଟ ୫୧ ସେକେଣ୍ଡ ପର୍ଯ୍ୟନ୍ତ ଗଡ଼ି ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି ।

କାଲିଫର୍ଣିର୍ଆରେ ରହୁଥିବା ସାକାସେଗାବାଙ୍କ କହିବା ଅନୁସାରେ ଗୁରୁବାର ଦିନ ସେ ଘର ବାହାରକୁ ଯାଇ ଚାଲୁଥିଲେ । ସଡ଼କ ପାଶ୍ୱର୍ରେ ସେ ଏକ ଲେମ୍ବୁକୁ ଗଡ଼ୁଥିବାର ଦେଖିଲେ ସେ ଲେମ୍ବୁର ଅବାଧ୍ୟ ରାସ୍ତାରେ ଖୁବ ପ୍ରଭାବିତ ହୋଇଛନ୍ତି । ବ୍ୟକ୍ତିଙ୍କ କହିବା ଅନୁସାରେ ରାସ୍ତାରେ ଗଡ଼ାଣି ଥିଲା ଓ ଲେମ୍ବୁଟି ନିରନ୍ତର ଗଡ଼ି ଚାଲିଥିଲା । ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଗଡ଼ିଲା ।

ମାଇକଙ୍କୁ ଏହା ଏତେ ଭଲ ଲାଗିଲାଯେ ସେ ତାହାର ଭିଡ଼ିଓ ସୁଟିଂ କଲେ । ମା କଥା ହେଉଛିଯେ ଟ୍ୱିଟରରେ ଏହା ସେୟାର କରିବା ପରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ୩ ଦିନରେ ଏହି ଭିଡ଼ିଓକୁ ପ୍ରାୟ ୮ ମିଲିୟନ ଅର୍ଥାତ ୮୦ ଲକ୍ଷ ଲୋକ ଦେଖି ସାରିଛନ୍ତି । ଏହି ଭିଡ଼ିଓକୁ ରିଟ୍ୱିଟ ମଧ୍ୟ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More