Only for Entertainment

ଫଟୋସୁଟ କଲେ ୪୨ ବର୍ଷୀୟ ଅମୀଷା, ବୋଲ୍ଡ ଫଟୋ ଦେଖିଲେ ହୋଶ ଉଡ଼ିଯିବ ।

bollywoodtadka
95

ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ଦୀର୍ଘ ସମୟ ଧରି ଫିଲ୍ମରୁ ଦୂରେଇ ରହିଥିଲେ କହୋ ନା ପ୍ୟାର ହୈ’ ର ଚୁଲବୁଲି ଅଭିନେତ୍ରୀ ଅମୀଷା ପଟେଲ । କିନ୍ତୁ ନିକଟ ଅତୀତରେ ସେ ସନି ଦେଓଲଙ୍କ ସହିତ ଫିଲ୍ମ ‘ଭେୟା ଜି ସୁପରହିଟ’ରେ ନଜର ଆସିଲେ । ଫିଲ୍ମରେ ନଜର ଆସୁନଥିଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏହି ଅଭିନେତ୍ରୀ । ଅଧିକାଂଶ ସମୟରେ ସେ ତାଙ୍କର ବୋଲ୍ଡ ଫଟୋ ଶେୟାର କରନ୍ତି ଏବଂ ଏହାକୁ ନେଇ କିଛି ଥର ଟ୍ରୋଲିଂର ମଧ୍ୟ ଶୀକାର ହୋଇଥାନ୍ତି ।

ନିକଟରେ ଅମୀଷା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ସବୁଥର ଭଳି ହଟ ଲାଗୁଛନ୍ତି ।

କଳା ରଙ୍ଗର ଗାଉନରେ ଅଧିକ ସୁନ୍ଦରୀ ଦେଖା ଯାଉଛନ୍ତି ଅଭିନେତ୍ରୀ । ଅମୀଷାଙ୍କ ଏହି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More