Only for Entertainment

ଜିମ ବାହାରେ ବିନା ମେକ ଅପରେ ସ୍ପଟ ହେଲେ ଅମୀଷା ପଟେଲ ।

bollywood tadka
91

ଲାଇମ ଲାଇଟରୁ ଦୂରରେ ଥିଲେ ମଧ୍ୟ ଫ୍ୟାନ୍ସ ମାନଙ୍କ ସହିତ କିପରି ଯୋଡ଼ି ହୋଇ ରହିହେବ ତାହା ଅଭିନେତ୍ରୀ ଅମୀଷା ପଟେଲଙ୍କୁ ବେଶ ଜଣା । ଅବଶ୍ୟ ଏକ ଲମ୍ବା ବ୍ୟବଧାନପରେ ଅମୀଷାଙ୍କୁ ସନି ଦେଓଲଙ୍କ ସହିତ ଫିଲ୍ମ ଭେୟା ଜୀ ସୁପରହିଟରେ ଦେଖିôବାକୁ ମିଳିଥିଲା ।

ଅମୀଷା ପଟେଲ ସବୁବେଳେ ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି । ନିକଟରେ ଲାଲ ରଙ୍ଗର ବିକିନି ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ।

ନିକଟରେ ଅୀମଷାଙ୍କୁ ଜିମ ବାହାରେ ବିନା ମେକଅପରେ ସ୍ପଟ କରାଯାଇଛି । ଜିମ ଆଉଟଫିଟରେ ଯଥେଷ୍ଟ ବୋଲ୍ଡ ଦେଖା ଯାଉଛନ୍ତି ଅମୀଷା । କିନ୍ତୁ ତାଙ୍କ ଚେହେରାରେ ବୟସର ଛାପ ସଂପୂର୍ଣ୍ଣ ନଜର ଆସିଛି ।

ଅମୀଷା ୨୦୦୦ରେ ଫିଲ୍ମ କହୋ ନା ପ୍ୟାର ହୈରେ ବଲିଉଡରେ ଡେବ୍ୟୁ କରିଥିଲେ ।ଏହପାରେ ସେ ଏକାଧିକ ଫିଲ୍ମରେ ନଜର ଆସିଥିଲେ । କିନ୍ତୁ ପରେ କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଲାଇମଲାଇଟ ଠାରୁ ଦୂରେଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More