Only for Entertainment

ଆମେରିକାରେ ପ୍ରତିଷ୍ଠିତ ଓଡିଆ ଇଂଜିନିୟର୍ ଭେଟିଦେଇଛନ୍ତି ଏକ ଓଡିଆ ଆଧ୍ୟାତ୍ମିକ ମ୍ୟୁଜିକ ଭିଡିଓ ।

51

ଆମେରିକାରେ ପ୍ରତିଷ୍ଠିତ ଓଡିଆ ଇଂଜିନିୟର୍ ଅଶୋକ ପାଣିଗ୍ରାହି ନିକଟରେ ଭେଟିଦେଇଛନ୍ତି ଏକ ଓଡିଆ ଆଧ୍ୟାତ୍ମିକ ମ୍ୟୁଜିକ ଭିଡିଓ । ସବୁବେଳେ ଅଭିନୟ ପ୍ରତି ରୁଚି ରଖିଥିବା ଅଶୋକ ପାଣିଗ୍ରାହି ବିଦେଶରେ ଅନେକ ପ୍ଲେ ଓ ନାଟକରେ ଅଭିନୟ କରିଥାନ୍ତି । ଆଉ ଏବେ ଏକ ଆକର୍ଷଣୀୟ ଜଗନ୍ନାଥ ଭଜନରେ ଅଭିନୟ କରିଛନ୍ତି ଅଭିନେତା ଅଶୋକ ପାଣିଗ୍ରାହୀ ।

ଯାହାର ରିଲିଜ୍ ପାଇଁ ଏବେ ଓଡିଶା ଆସିଛନ୍ତି ଅଶୋକ । ଆଉ କନକ ନ୍ୟୁଜ୍ ସହ ସେୟାର୍ କରିଛନ୍ତି ନିଜ ଅଭିନୟର ଅନୁଭୂତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More