Only for Entertainment

ଦେବୀଙ୍କୁ ସାକ୍ଷାତ କଲେ ଦିବା:ଈଶା ଅମ୍ବାନୀଙ୍କ ପ୍ରି ୱେଡିଙ୍ଗରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ବିୟୋନ୍ସ ।

Ani
31

ଈଶା ଅମ୍ବାନୀଙ୍କ ପ୍ରି ୱେଡିଙ୍ଗରେ ସମସ୍ତଙ୍କ ଆକର୍ଷଣ ନିକ ଆଡ଼କୁ କରିଛନ୍ତି ଆମେରିକାନ ପ୍ରସିଦ୍ଧ ଗାୟିକା ବିୟୋନ୍ସ ।ପାର୍ଟିର କେନ୍ଦ୍ରବିନ୍ଦୁ ସାଜିଥିଲେ ମୁକେଶ ଅମ୍ବାନୀଙ୍କ ଲାଡଲୀ ଈଶାଙ୍କର ଏହି ପ୍ରିୟ ଗାୟିକା ।ଏହି ୱେଡିଙ୍ଗରେ କୌଣସି ରାଣୀ ଠାରୁ କମ ଦେଖା ଯାଉନଥିଲେ ବିୟୋନ୍ସ ।

 

ଏହି ହିଟମେକର ମହିଳା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କିଛି ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିଛନ୍ତି । ବିୟୋନ୍ସ ବିଦେଶୀନୀ ହୋଇ ମଧ୍ୟ ଭାରତୀୟ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ତାଙ୍କର ଏହି କ୍ଲାସି ମେକଅପ ତାଙ୍କ ଲୁକକୁ ଅଧିକ ହାଇଲାଇଟ କରିଛି ।

 

 

 

View this post on Instagram

 

A post shared by Beyoncé (@beyonce) on

 

 

View this post on Instagram

 

DIVA MEETS DEVI. The Magnificent @beyonce in Abu Jani Sandeep Khosla #khoslajani #Mirror #Udaipur #RED #SHAKTI

A post shared by Abu Jani Sandeep Khosla (@abujanisandeepkhosla) on

କେବଳ ବିୟୋନ୍ସ ନୁହଁନ୍ତି ତାଙ୍କ ଡିଜାଇନର ମଧ୍ୟ ଏହି ଦିବାଙ୍କର ଫଟୋକୁ ଇଂଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More